ବୌଦ୍ଧ ଜିଲ୍ଲାରେ ଆଜି ୨୬୨ କରୋନା ପଜିଟିଭ ଚିହ୍ନଟ, ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମରୁ ୬୧ ଜଣ କୋରନା ଚିହ୍ନଟ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ ୨୬/୦୫): ଆଜି ବୌଦ୍ଧ ଜିଲ୍ଲାରେ ୨୬୨ ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

ବୌଦ୍ଧବ୍ଲକ ଅଂଲାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଦିକଟା ଗ୍ରାମର, ବଢିଙ୍ଗା ଗ୍ରାମପଞ୍ଚାୟତ ବଢିଙ୍ଗା ଗ୍ରାମରୁ ୩ଜଣ, ବଘିଆପଡା ଗ୍ରାମପଞ୍ଚାୟତ ନୂଆପାଲି ଗ୍ରାମରୁ ୧ଜଣ, ବଘିଆପଡା ୧ଜଣ ,ବହିରl ଗ୍ରାମ ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମରୁ ୨ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବାଉଁଶୁଣି ଗ୍ରାମରୁ ୧ଜଣ, ବୌଦ୍ଧରୁ ୧ଜଣ, ବ୍ରହ୍ମଣିପାଲି ଗ୍ରାମପଞ୍ଚାୟତ ବ୍ରାହ୍ମଣୀ ପାଲି ଗ୍ରାମରୁ ୨ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ କରଡ଼ା ପଡ଼ା ଗ୍ରାମରୁ ୧ଜଣ, କସୁରବନ୍ଧ ଗ୍ରାମପଞ୍ଚାୟତ ବଡ଼ ଡୁଙ୍ଗରି ପାଲି ଗ୍ରାମରୁ ୧ଜଣ, ବାଗିଡିଆ ଗ୍ରାମରୁ ୧ଜଣ, କଶୁରବନ୍ଧ ଗ୍ରାମରୁ ୧ଜଣ,ସିଂହପାଲି ଗ୍ରାମରୁ ୩ଜଣ, ମନୁପାଲି ଗ୍ରାମ ପଞ୍ଚାୟତ କରନା ପଡ଼ା ଗ୍ରାମରୁ ୧ଜଣ,ମୁଣ୍ଡା ପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧,ମୁଣ୍ଡି ପଦର ଗ୍ରାମ ପଞ୍ଚାୟତ ପଲସପାଟ ଗ୍ରାମର ୨ ଜଣ , ରାଉତବହାଲ ଗ୍ରାମରୁ ୧ଜଣ, ରକ୍ସ। ଗ୍ରାମପଞ୍ଚାୟତ କିରାସିରା ଗ୍ରାମରୁ ୧ଜଣ, ଶଗଡା ଗ୍ରାମପଞ୍ଚାୟତ ରୁଗୁଡି କନପା ଗ୍ରାମରୁ ୩ଜଣ,ଝଗୁଡୁ ଗାଡ଼ିଆ ୧ଜଣ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୨ଜଣ,,ଡମର ଗାର୍ଡ ଗ୍ରାମରୁ ୨ଜଣ, ବସ୍ତମପୁର ଗ୍ରାମରୁ ୧ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୬୧ଜଣ, ତାଲବାହାଲି ଗ୍ରାମରୁ ୨ଜଣ, ନାଏକପଡ଼ା ଗ୍ରାମରୁ୧ଜଣ,ବନ୍ଧ।ପଥର ଗ୍ରାମପଞ୍ଚାୟତ ବନ୍ଧ।ପଥର ଗ୍ରାମରୁ ୨ଜଣ, ବାଣୀ ଭୁଷଣ ପୁର୍ ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୧ଜଣ,ଧଳପୁର ଗ୍ରାମପଞ୍ଚାୟତ ଧଳପୁର ଗ୍ରାମରୁ ୩ଜଣ,ଶାକସିଙ୍ଗା ଗ୍ରାମରୁ ୧ଜଣ,କଙ୍କଲା ଗ୍ରାମରୁ ୨ଜଣ,ହରଭଙ୍ଗା ବୁକେସିଙ୍ଗା ଗ୍ରାମରୁ ୧ଜଣ, , କରଞ୍ଜ କଟା ଗ୍ରାମ ପଞ୍ଚାୟତ ସୋରିଷ ପଂକାଲ ଗ୍ରାମରୁ ୨୪,ତୁକୁଲୁଣ୍ଡା ଗ୍ରାମରୁ ୨ଜଣ, କୁସଂଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ୩୪ ଜଣ , କୁମାରୀ ଗ୍ରାମରୁ ୧ ଜଣ, ପିତାମ୍ବରପୁର ଗ୍ରାମପଞ୍ଚାୟତ ବଲଣ୍ଡା ଗ୍ରାମରୁ ପିତାମ୍ବରପୁର ଗ୍ରାମରୁ୧ଜଣ ଇତ୍ୟାଦି ମିଶି ୨୬୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: