ବୌଦ୍ଧ ଜିଲ୍ଲାରେ ଆଜି ୨୬୧ ଆକ୍ରାନ୍ତ ଥିବା ବେଳେ ହିଟଲିଷ୍ଟରେ ବୌଦ୍ଧ ବ୍ଲକ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୪/୦୫): ଆଜି ଜିଲ୍ଲା ରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତ ବଳିୟାରସିଂ ଙ୍କ ରିପୋର୍ଟ ଅନୁଯାଇ ବୌଦ୍ଧ ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୧ ଜଣ |

ପ୍ରୀତିଦିନ ଦ୍ୱିତୀୟ ସତକରୁ କମିବାର ନାଁ ଧରୁନି କରୋନା | ସର୍ବାଧିକ ବୌଦ୍ଧ ବ୍ଲକର ବ୍ରାହ୍ମଣୀ ପାଲି ପଂଚାୟତ ବିଜାପଦର ଗାଁ ରୁ ୫୩ ଜଣ, ମୁଣ୍ଡିପଦର ପଂଚାୟତ ମୁଣ୍ଡିପଦର ଗାଁ ରୁ ୩୮ ଜଣରୋଗୀ ଚି଼ହ୍ନଟ ହୋଇଛନ୍ତି | ସେହିପରି ହରଭଙ୍ଗା ବ୍ଲକର କୁସଙ୍ଗ ପଞ୍ଚାୟତ କୁସଙ୍ଗ ଗ୍ରାମରୁ ୩୮ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: