ବୌଦ୍ଧ ଜିଲ୍ଲାରେ ଆଜି କରୋନା ସଂକ୍ରମିତ ହାର ୨୫୦, ଜିଲ୍ଲାର ଭାଳିଆଗୋରାରେ ସର୍ବାଧିକ ୪୫

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ(୧୮/୦୫): ବୌଦ୍ଧ ଜିଲ୍ଲା ଲୋକ ସୂଚନା ଅଧିକାରୀଙ୍କ ରିପୋର୍ଟ ଅନୁଯାଇ ଆଜି ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମିତ ହାର ୨୫୦କୁ ଛୁଇଁଛି |

ଜିଲ୍ଲାର ସର୍ବାଧିକ ସଂକ୍ରମିତ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଭାଳିଆଗୋରାରେ ୪୫ଜଣ ବୋଲି ଚି଼ହ୍ନଟ ହୋଇଛି | ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏଵେ କରୋନାର ପେଣ୍ଠି ସ୍ଥଳୀ ପାଲଟିଛି |

Welcome to Odisha News24

error: Content is protected !!
%d bloggers like this: