ବୋୖଦ୍ଧ ବାଉଁଶୁଣି ୱାଇସିଡିଏ ତରଫରୁ ପେଡ୍ସ ବଣ୍ଟନ କାର୍ଯ୍ୟକ୍ରମ

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ (୨୮/୦୫): ବାଉଁଶୁଣି ୱାଇସିଡିଏ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଜନମ ମୁରା ପଂଚାୟତ ଡୁଙ୍ଗୁରିପାଲି ଗ୍ରାମରେ ଆଜି ବିସ୍ଵ ଋତୁ ଶ୍ରାବ ଦିବସରେ ପେଡ୍ସ ବଣ୍ଟନ କରାଯାଇଥିଲା |

ବୋୖଦ୍ଧ ବାଉଁଶୁଣି ୱାଇସିଡିଏ ର ଚେଞ୍ଜମେକର ରାଖୀ ଭୋକ୍ତା ଅଙ୍ଗନୱାର୍ଡ କର୍ମୀଙ୍କ ଉପସ୍ଥିତରେ ଆଜି ୧୫ କିଶୋରୀ ଝିଅମାନଙ୍କୁ ନିଜ ଗ୍ରାମରେ ପେଡ୍ସ ବଣ୍ଟନ କରିଥିଲେ । ଏହି ପେଡ୍ସ କୁ କେମିତି ସଫାସୁତୁରା ରଖିବା ସହ କେମିତି ୟୁଜ କରିବେ ସେ ବିଷୟରେ କିଶୋରୀ ମାନଙ୍କୁ କହିଥିଲେ ।

Welcome to Odisha News24

error: Content is protected !!
%d bloggers like this: