ବୈପାରୀଗୁଡା ବ୍ଲକର ସାମୁହିକ ବିକାଶ ପାଇଁ କୋରାପୁଟ ଠାରେ ଗଣ ଧାରଣା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୦୪/୧୨): ବୈପାରୀଗୁଡା ବ୍ଲକର ସାମୁହିକ ବିକାଶ ପାଇଁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଗଣ ଧାରଣା କରାଯାଇଛି l

ବୈପାରୀଗୁଡା ବ୍ଲକ ଉପlଦକ୍ଷ ତିଲୋଚନ ଜେନାଙ୍କ ନେତୃତ୍ୱରେ ୧୩ଦଫା ଦାବୀକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି l ଏଥିରେ ବୈପାରୀଗୁଡା ବ୍ଲକର ଶିକ୍ଷା, ଚିକିତ୍ସା, କୃଷି, ଗୋମନlଗମନ ଏବଂ ଶହୀଦଙ୍କ ଜନ୍ମ ମାଟି ତେନ୍ତୁଳୀଗୁମା ପଂଚାୟତର ବିକାଶ ପାଇଁ ଦାବୀ ରହିଛି l ବୈପାରୀଗୁଡା ଲୋକଙ୍କ ମୌଳିକ ଅଧିକାର ପାଇଁ ଗତ କିଛି ପୂର୍ବେ ସ୍ଥାନୀୟ ବ୍ଲକ ଉପlଦକ୍ଷ ତିଲୋଚନ ଜେନା “ମା ମାଟି ପାଇଁ ଦିନଟିଏ ” ଏହି ଗଣ ଧାରଣା ଡାକରା ଦେଇଥିବା ବେଳେ ଗତ କାଲି ଉକ୍ତ କାର୍ଯ୍ୟକ୍ରମରେ ବୈପାରୀଗୁଡା ବ୍ଲକର ୨୦ଟି ପଂଚାୟତର ପଚାଶରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: