ବିନିକା ପାପକ୍ଷୟ ଗେଟ ଠାରେ ପେଟ୍ରୋଲ ପମ୍ପକୁ ଉଦଘାଟନ କଲେ ତହସିଲଦାର

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୮/୩): ବିନିକା ସହରର ପାପକ୍ଷୟ ଗେଟ ଠାରେ ରୋନକ ପେଟ୍ରୋଲ ପମ୍ପଟି ତହସିଲଦାର ଅଲେଖ ଘୁଟାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ର ପଶ୍ଚିମ ଓଡିଶାର ମୁଖ୍ୟ ସଞ୍ଜୟ ଆନନ୍ଦ, ବିପିସିଏଲ ଯନ୍ତ୍ରୀ ଅଜିତ କୁମାର ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: