ବିଜେପି ପକ୍ଷରୁ ଆମ୍ବେଦକରଙ୍କ ୧୩୦ ଜୟନ୍ତୀ ପାଳିତ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୧୪/୦୪): ଭାରତୀୟ ଜନତା ପାର୍ଟି ମମୁରିବାହାଲ ବ୍ଲକ ହଳଦୀ ମଣ୍ଡଳ ମାଲିସିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଶୀଲ  ଗ୍ରାମ ଠାରେ ଡ଼ଃ ଭୀମ ରାଓ ଆମ୍ବଦକରଙ୍କ ୧୩୦ ତମ ଜୟନ୍ତୀ ମହାସମାରୋହରେରେ ପାଳିତ ହୋଇଛି |

ମଣ୍ଡଳ ସଭାପତି ଇଶ୍ଵର ପୁଟଲ କଂ ସଭାପତି ରେ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜ଼ୀଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡ଼ା ଆମ୍ବଦକର କଂ ଜୀବନୀ, ସମ୍ବିଧାନ ପ୍ରଣୟନତା, ସହ ପ୍ରଧାନମନ୍ତ୍ରୀ ମୋଦି ସମୟରେ ପାଞ୍ଚ ତ୍ରିଥ ସହ ଭାରତ ରତ୍ନ ଉପରେ ବିଷଦ ଭାବରେ ଆଲୋକ ପାତ କରିଥିଲେ | ସମ୍ମାନନିୟ ଅତିଥି ଭାବେ ହଳଦୀ ମଣ୍ଡଳ ସମ୍ପାଦକ ସୁବାସ ପୋଢ଼, ବିଶିଷ୍ଟ ଶିକ୍ଷାବିତ ମୁଖରାମ ବାଗ,ହରିହର ଚ୍ଛୁରା, ହରିଜନ ମୂର୍ଚ୍ଛା ସଭାପତି ପାଦେ ତାଣ୍ଡି, ୱାର୍ଡ ମେମ୍ବର ପ୍ରିୟଙ୍କା ତାଣ୍ଡି, ପ୍ରମୁଖ ଉପସ୍ଥିତ ରହି ଆମ୍ବଦକର କଂର ଚେଷ୍ଟା, ତାଙ୍କର ସମାଜ ପ୍ରତି କାର୍ଯ୍ୟ ଉପରେ ମତବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମରେ ଗ୍ରାମର ଏସ ,ଏସ ,ଜି ,ମହିଳା ଭାରତୀୟ ଜନତା ପାର୍ଟ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଵାବେଳେ ଲକ୍ଷପତି ହରପାଳ ସଂଯୋଜନା କରିଥିଲେ |

Welcome to Odisha News24

error: Content is protected !!
%d bloggers like this: