ବିଜୁ ଜନତା ଦଳର ସଭାପତିଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକର୍ତା ଚୟନ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୩-୧୨): ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି ।

ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତାପସ ରଞ୍ଜନ ନାୟକଙ୍କ ସମେତ ପ୍ରଭାତି ମିଷ୍ଟ୍ରି,ସୁଧାସିନୀ ମହାରଣା,ତପନ ବକ,ଗୁଣ୍ଡମ ଜୋସେଫ,ରାଜେନ୍ଦ୍ର କୁମାର ବେହେରା,ଆଶିଷ ହିଲା,ଚୈତନ ଗଡଙ୍ଗୀ, ଚିରଞ୍ଜିତ ମଣ୍ଡାଲ,ରଜତ ପଣ୍ଡା,ସୁକେଶ ସୁନା ଆଦି ୧୦ ଜଣ ଜିଲ୍ଲା ଉପସଭାପତି ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।ସେହିପରି ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଦାସ,ଅରିନ୍ଦମ ମାଳି, ସନ୍ତୋଷ ପଣ୍ଡା,କମରାଜ ନାୟକ,ପୁଷ୍ପିତଶୀଳ,ନବ ନଗେନ୍ଦ୍ର,ଆଶିଷ ବଇଁ,ସାନୁ ଗଉଡ଼,ବିକ୍ରମ ତାପଲି,ଉର୍ମିଳା ଅନୁଗୁଳିଆ ଆଦି ୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ବହନ କରିଛନ୍ତି । ଅନ୍ୟପଟ କୋରାପୁଟ ଜିଲ୍ଲାର ନୂତନ ସଭାପତି ଭାବେ ଶଶାଙ୍କ ଶେଖର ମିଶ୍ରଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଅନ୍ବେଷ ଖୋସାଲ,ସନ୍ଦୀପ ଜାନୀ ,କ୍ରିଷ୍ଣା ମହାରଣା ,ନବୀନ ଗଉଡ଼ ,ରାଜେଶ ମହୁରୀଆ,ରାଜେଶ କୁମାର ପାତ୍ର, ଅଜିତ ଦାସ, ଜୟଦେବ ହିଅଳ,ଆଶିଷ କୁମାର ଏନା,ଏସ ବଦୁମ୍ ୧୦ ଜଣଙ୍କୁ ଉପସଭାପତି ଭାବରେ ମନୋନୀତ କରାଯାଇଛି ।ଏବଂ ସାଧାରଣ ସମ୍ପାଦକ ଭାବରେ ଶେଖର ମୋହନନ୍ଦିଆ,ବସନ୍ତ ସୁନ୍ଦିୟ, ରୋହିତ କୁମାର,ବିକ୍ରମ ଦାସ,ଗୋଲେକେଶ ସାଉଁଟା,ଏମ ଡି. ସୁଫିୟନ,ଆର ଉପେନ୍ଦ୍ର କୁମାର,କୁମାରୀ ରାମ ଖେମୋନ୍ଦୁ,ପୁର୍ଣ ଖୋର,ମୀର ମୁଜତ ଅଲ୍ଲୀଙ୍କୁ ଚୟନ କରା ଯାଇଛି ।

ସେହିପରି ୨୦ – ଜଣ ଗୌରାଙ୍ଗ ଖୋସାଲ,ଶ୍ରୀକାନ୍ତ ଡାକୁଆ,ଅରୁଣରଥୀ ନାୟକ,ସମୀର ନନ୍ଦ,ପ୍ରଦୀପ କୌଶଲ୍ୟା, ନିର୍ବିଗ ସାମନ୍ତରାୟ,ସନ୍ଦୀପ ଜାନୀ,ପ୍ରତ୍ୟୁଷ ପଟ୍ଟନାୟକ,ସୂର୍ଯ୍ୟନାରାୟଣ ଭଟ୍ଟା,ବିଶ୍ୱନାଥ ସୁନା,ପ୍ରଶାନ୍ତ କୁମାର ଖୋରା,ପ୍ରଦୀପ ପଣ୍ଡାୟ,ଗୌରୀ ମଲ୍ଲିକ,କିରଣ ପଟ୍ଟନାୟକ,ଅମୀର ପଟେଲ,ଡି.ଜି. ମୁରଲୀ ଖୁଦା,ରଞ୍ଜିତ ପୂଜାରୀ ,ମନୋଜ କୁରେଶୀ,ଧନେଶ୍ୱ ଦଳାଇ,ଭକ୍ତରାମ ଜାନୀଙ୍କୁ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅଂଚଳ ପ୍ରହରାଜ ସୋସିଆଲ ମିଡିଆ କୋଡିନେଟ୍ ର ଭାବେ ନିଯୁକ୍ତି ପାଇଛନ୍ତି । ଏହା ସହିତ ବ୍ଲକ ସଭପତି ଭାବେ ମୁନା ଗିର୍ଲିଆ,ଗୁପ୍ତ ଚଲଲନ, ସତ୍ୟରଞ୍ଜନ ରାୟ,ସୁନିଲ କୁମାର ପଣ୍ଡା, ପ୍ରବୀଣ କୁମାର ବଘ,ରାଜ କୁମାର ବଦୁମ,ସମ୍ବିତ ଦଳେଇ, ରଘୁନାଥ ଖୀଲୋ,ପବିତ୍ର ଚେତ୍ତ୍ୱ, ହେମନ୍ତ ଖୋରା,ସୁଧୀର ଖୋରା, ଚିନଜ ପିଡ଼ିକ,ରାଜୁ ଦୋଲେଇ,ଓ କୃପାସିନ୍ଧୁ ଭଟର ଙ୍କୁ ଚୟନ କରାଯାଇଛି । ଏବଂ ନଗର ପାଳିକା ସଭାପତି ଭାବେ ଓମଂ ପ୍ରକାଶ ଦାସ, ଚିତ୍ତରଞ୍ଜନ ବଘ,ସଂଗ୍ରାମ କୂଳଦୀପ ଓ ଆଶିଷ କୁମାର କୁ ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: