ବନବାସୀ ସେବା ସମିତିର ପ୍ରତିଷ୍ଠା ଦିବସ ପାଳିତ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୨୬/୫): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସ ଏବଂ ବୁଦ୍ଧ ଜୟନ୍ତୀ ତଥା ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମତିଥି ସାମ୍ପ୍ରତିକ କୋଭିଡ ମହାମାରୀ ଏବଂ ସମ୍ଭାବ୍ୟ ମହାବାତ୍ୟା ପରିପ୍ରେକ୍ଷୀରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ନ କରିବା ପାଇଁ ସ୍ଥିର କରାଯାଇଛି ।

କିନ୍ତୁ ଉକ୍ତ ଦିନରେ କୋଭିଡ୍ ନିୟମାବଳୀକୁ ଅନୁସରଣ କରି ଅନୁଷ୍ଠାନର କର୍ମୀ ମାନଙ୍କ ମଧ୍ଯରେ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟ ଆଜ୍ଞା ସ୍ୱର୍ଗତ ବିଶ୍ଵନାଥ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସର୍ବଧର୍ମ ପ୍ରାର୍ଥନା କରି ସମାପନ କରାଯାଇ ଥିଲା ଏଥିରେ ଅନୁଷ୍ଠାନ ର ସମ୍ପାଦକ ଉଛବ ଚନ୍ଦ୍ର ଜେନା, ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିସ୍ପଜିତ ଜେନା ସମେତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: