ବଜ୍ରଘାତରେ ବଳଦ ମୃତ୍ୟୁ, ଚାଷ କରିବା ପାଇଁ ଚିନ୍ତା ବଳଦ ମାଲିକ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୫/୬/୨୧): ବନ୍ଧୁଗାଁ ବ୍ଲକର ଗାରିଡି ଗ୍ରାମ ପଞ୍ଚାୟତର ଗୁରୁଷି ଗ୍ରାମ ନିକଟରେ ରହିଥିବା ଏକ ଆମ୍ଭ ଗଛ ତଳେ ବଜ୍ର ଘାତରେ ବଳଦର ମୃତ୍ୟୁ ଆଜି ଉପରଳା ୪:୩୫ ସମୟରେ ହୋଇଥିବାର ଦେଖିବାକୁ ମିଳିଛି |

ବଳଦର ମାଲିକ ବାରିଆ ଭଟା ଗ୍ରାମର ପୁର୍ଣିମା ନାଗଙ୍କ ବୋଲି ଜଣା ପଢ଼ିଛି,ଗୁରୁଷି ଗ୍ରାମର କିଛି ବ୍ୟକ୍ତି ପୁର୍ଣିମାଙ୍କୁ ଖବର ଦେଇ ଥିବାରୁ, ଉକ୍ତ ସ୍ଥାନକୁ ପୁର୍ଣିମା ଯାଇ ବଳଦର ମୃତ୍ୟୁ ହୋଇଥିବାର ଦେଖି ଗଛ ମୂଳେ ହୋତାସ ହଇ ମୁଣ୍ଡରେ ଦୁଇ ହାତ ରଖି ବହୁତ ଦୁଃଖରେ କାନ୍ଦି ଥିଲେ, କାରଣ ଏହି ବଳଦ ସହ ଆଉ ଏକ ବଳଦକୁ ମିଶାଇ ପ୍ରତ୍ୟକ ବର୍ଷ ନିଜ ଚାଷୀ ଜମିରେ ଚାଷ କରିବା ପାଇଁ ଲଙ୍ଗଳ ବାନ୍ଦୀ ହଳ କରି ତୋଷି ଚାଷ କରିବା ପାଇଁ ବୋହୁ ସାହାଯ୍ୟ କରୁଥିଲା, ଏଁଣୁ ବର୍ତ୍ତମାନ ଗୋଟିଏ ବଳଦରେ ଲଙ୍ଗଳ କରି ତୋଶିବା ପାଇଁ ଅସୁବିଧା ଦେଖା ଦେଇଥିବାରୁ ବହୁତ ଦୁଃଖରେ କହୁଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: