ପ୍ରେସ କ୍ଳବର ମାସିକ ବୈଠକ ଅନୁଷ୍ଠିତ

ରିପୋର୍ଟ: ଜଗଦୀଶ ଦଶ //
ଜି.ଉଦୟଗିରି (୨୦/୧୨): ଜି.ଉଦୟଗିରି ପ୍ରେସ କ୍ଳବ ସଭାପତି ସମୀର କୁମାର ପାଢୀଙ୍କ ସଭାପତିତ୍ବରେ ଆଜି ସ୍ଥାନୀୟ ସିର୍କୀ ଡ୍ୟାମ ନିକଟରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସମ୍ପାଦକ ବଟକୃଷ୍ଣ ଦାସ ପୂର୍ବ ବିବରଣୀ ପାଠ କରିଥିବାବେଳେ ସମସ୍ତ ପ୍ରତିନିଧି ନିଜନିଜ ମତ ବ୍ୟକ୍ତ କରିଥିଲେ। ଉକ୍ତ ବୈଠକରେ କ୍ଳବର ଉପ ସଭାପତି ଅରୁଣ କୁମାର ଷଡଙ୍ଗୀ,ସହ ସମ୍ପାଦକ ରାମକୃଷ୍ଣ ଚୌଧୁରୀ,କୋଷାଧ୍ୟକ୍ଷ ଗଗନ ପ୍ରଧାନ,ଉପଦେଷ୍ଠା ଶିଶିର କୁମାର ପଟ୍ଟନାୟକ,ବିଦ୍ୟାଧର ପାଳ,ଦେବନାଥ ଦଳବେହେରା,ପତିତପାବନ ସାହୁ,କାର୍ଯ୍ୟକାରେଣୀ ସଭ୍ୟ ପ୍ରତାପ ଚନ୍ଦ୍ର ପାଢୀ,ପ୍ରଶନ୍ନ କୁମାର ମିଶ୍ର,ଅନିଲ କୁମାର ଦଳବେହେରା,ଚନ୍ଦ୍ରଶେଖର ପାଢୀ,ଯୋଶେଫ ଦିଗାଳ, ସଭ୍ୟ ସାମନ୍ତ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: