ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା୩୧/୫): ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସାଧୁଚରଣ ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରୋଦ ମେହେର ନିଜ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିସାଛନ୍ତି । ଶିକ୍ଷକ ନିରୋଦ ମେହେର ଜଣେ ସମାଜସେବି, ଆମାୟୀକ ପରୋପକାରି ଲୋକ ଭାବେ ଜିଲାରେ ପରିଚିତ ଥିଲେ |

ଏପରିକି ଜିଲ୍ଲାର ଓଷ୍ଟାର ସଭାପତି ଭାବେ କାଯ୍ୟ ତୁଲାଇଥିବାବେଳେ ୩୨ବର୍ଷ ଚାକିରୀ ଜିବନ ମଧ୍ୟରେ ବହୁକୃତି ଛାତ୍ରଛାତ୍ରି ଷୃଷ୍ଟି କରିଛନ୍ତି । ସାଧୁଚରଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଧରଣିଧର ମହାପାତ୍ର,ନବକିଶୋର ଦିପ,ବିଭୁତିଭୁଷଣ ମହାକୁଡ, କେଳାକଟା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖୁ ଗାଇଗୌରିଆ,ଗୋର୍ବଧନ ପ୍ରଧାନ, ପ୍ରମୁଖ ନିରୋଦ୍ ମେହେରଙ୍କୁ ପୁଷ୍ପଗୁଛ ଓ ଉପକୈଢନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

Welcome to Odisha News24

error: Content is protected !!
%d bloggers like this: