ପ୍ରଗଳପୁର ରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୨୩/୦୩): ବୌଦ୍ଧ ହରଭଂଗା ବ୍ଲକରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ନାମଯଜ୍ଞ |

ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ପ୍ରଗଳପୁର ଗ୍ରାମରେ ବହୁ ବର୍ଷ ଧରି ଚାଲି ଆସୁଥିବା ଏହି ହରେକୃଷ୍ଣ ମହାମନ୍ତ୍ର ନାମ ଯଜ୍ଞ ସରକାରଙ୍କ କୋଭିଡ-୧୯ ନିୟମ ଅନୁସାରେ ଏହିବର୍ଷ ଚାଲୁଅଛି | ଗ୍ରାମର ଗ୍ରାମ୍ୟ ସଭାପତି ବାସୁଦେବ ପ୍ରଧାନ ଓ ଲୋକେଶ ସେଠି ସହ ଗ୍ରାମର ସମସ୍ତ ଭକ୍ତଙ୍କ ସହାୟତାରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲୁରହିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: