ପୁଣି ହିଟ ଲିଷ୍ଟରେ ହରଭଙ୍ଗା ବ୍ଲକ, ଜିଲ୍ଲାରେ ୩୪୭ ବେଳେ ହରଭଙ୍ଗା ବ୍ଲକରେ ୧୭୮ କରୋନା ପଜିଟିଭ ଚି଼ହ୍ନଟ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୩/୦୫): କରୋନା କାୟା ଏମିତି ବିସ୍ତାର କରିଛି ଯେ ଦିନକୁ ଦିନ ସହ ସହ ଜନତା ବୌଦ୍ଧ ଜିଲ୍ଲା ରେ ପୀଡିତ ହେଉଛନ୍ତି!ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତ ବଳିୟାରସିଂ ଙ୍କ ରିପୋର୍ଟ ଅନୁଯାଇ ଜିଲ୍ଲାରେ ୩୪୭ ଆକ୍ରାନ୍ତ ବେଳେ ହରଭଙ୍ଗା ବ୍ଲକ ରେ ୧୭୮ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି | ପ୍ରଶାସନର ନିଦ ହଜାଇ ଦେଇଛି ଦ୍ୱିତୀୟ ଲହରୀ କରୋନା | ଜିଲ୍ଲାର କଣ୍ଟମାଳ ବ୍ଲକ , ବୌଦ୍ଧ ବ୍ଲକ ଓ ବୌଦ୍ଧ N A C କୁ ମିଶାଇ ୧୬୯ ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ହରଭଙ୍ଗା ବ୍ଲକରେ ୧୭୮ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି!ଲୋକ ସଚେତନ ଅଭାବରେ କରୋନା ତାର କାୟ ବିସ୍ତାର କରିଚାଲିଛି |

ହରଭଙ୍ଗା ବ୍ଲକରେ ଆଜି ସର୍ବାଧିକ ବାମଣ୍ଡା ପଞ୍ଚାୟତ ର ମେଣ୍ଡା ରୁ ୨୭, କୁସଙ୍ଗ ପଂଚାୟତ ର କୁସଙ୍ଗରୁ ୨୯, କୁମାରୀ ରୁ ୨୫ ସରସରା ପଂଚାୟତର ସରସରାରୁ ୪୪ ଓ ରାଧାନଗର ପଂଚାୟତ ର ରାଧା ନଗର ରୁ ୮ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି | ଏହିଭଳି ବୌଦ୍ଧବ୍ଲକ ଅଇଲ।ପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାଯାପଦର ଓ ଦନ୍ତାାପାଲି ଗ୍ରାମରୁ ୧ଜଣ ଲେଖାଏଁ।ଆମ୍ବଝରି ଗ୍ରାମପଞ୍ଚାୟତ ଧ।ନବଲସ ଓ ତଣ୍ଡପରା ଗ୍ରାମରୁ ୧ଜଣ ଲେଖାଏଁ, ବଢ଼ିଙ୍ଗା ଗ୍ରାମପଞ୍ଚାୟତ ବଳାସିଙ୍ଗା ଗ୍ରାମରୁ ୨ଜଣ,ବଢିଙ୍ଗା ଓ ଗିରାସିଙ୍ଗା ଗ୍ରାମରୁ ୧ଜଣ ଲେଖାଏଁ।ବଘିଆପଡା ଗ୍ରାମପଞ୍ଚାୟତ ଏରେଡା ଓ ନୁଆଁପାଲି ଗ୍ରାମରୁ ୧ଜଣ ଲେଖାଏଁ,ବାଉଁଶୁଣି ଗ୍ରାମପଞ୍ଚାୟତ ବାଉଁଶୁଣି ଗ୍ରାମରୁ ୩ଜଣ,ଡିମିରିପାଲି ଗ୍ରାମରୁ ୧ଜଣ, ବୋୖଦ୍ଧ ବ୍ରିଜଛକ ଗ୍ରାମ।ଞ୍ଚଳରୁ ୧ଜଣ, ବ୍ରାହ୍ମଣୀପାଲି ଗ୍ରାମପଞ୍ଚାୟତ ପିଙ୍ଗଲାବେଡା ଗ୍ରାମରୁ ୨ଜଣ, ଗୋଛପଡା ଗ୍ରାମପଞ୍ଚାୟତ ଅଁଳାଝୁଲି ଗ୍ରାମରୁ ୧ଜଣ,ମନୁପାଲି ଗ୍ରାମରୁ ୧ଜଣ, ମୁଣ୍ଡାପଡା ଗ୍ରାମରୁ ୨ଜଣ,ମୁଣ୍ଡିପଦର ଗ୍ରାମପଞ୍ଚାୟତ ମୁଣ୍ଡିପଦର, ହରିପୁର, ଗୋପୀନାଥ ପୁର ଗ୍ରାମରୁ ୧ ଜଣ ଲେଖାଁଏ, ମୂର୍ଷୁଣ୍ଢି ଗ୍ରାମପଞ୍ଚାୟତ ମୂର୍ଷୁଣ୍ଢି,ଜଗଦୀଶପୁର,ପୋଲ।ସ ଗ୍ରାମରୁ ୧ଜଣ ଲେଖାଁଏ, ପଦ୍ମନପୁର ଗ୍ରାମପଞ୍ଚାୟତ ଗୋଛପଡା ଗ୍ରାମରୁ ୧ଜଣ, ଶଗଡା ଗ୍ରାମପଞ୍ଚାୟତ ଭାଳିଆପଦର ଗ୍ରାମରୁ ୧ଜଣ,କଂହର ପଡ଼ା ଗ୍ରାମରୁ ୫ଜଣ, ତାଲଶରଡା ଗ୍ରାମପଞ୍ଚାୟତ ସଂଗ୍ରାମପୁର ଗ୍ରାମରୁ ୨ ଜଣ,ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତ ମେଣ୍ଢା ଗ୍ରାମରୁ ୨୭ଜଣ , ବାମଣ୍ଡା ଦେବଗଡ଼ ଗ୍ରାମରୁ ୧ଜଣ,ଲେଖାଁଏ, ବାଣୀଭୁସଣପୁର ଗ୍ରାମପଞ୍ଚାୟତ ,ତିଲକୂପ ଗ୍ରାମରୁ ୨ଜଣ, ବାହାଲି ଗ୍ରାମରୁ ୧ଜଣ, ଛତ୍ରଙ୍ଗ ଗ୍ରାମପଞ୍ଚାୟତ ଖର ଭୁଇ ଗ୍ରାମରୁ ୨ଜଣ,ଛତ୍ରଙ୍ଗ ଓ ଝାରଖମନ ଗ୍ରାମରୁ ୧ଜଣ ଲେଖାଏଁ, ଧଳପୁର ଗ୍ରାମପଞ୍ଚାୟତ ଧଳପୁର ଗ୍ରାମରୁ ଧଳପୁର ଓ ବେଲପଦର ଗ୍ରାମରୁ ୨ଜଣ ଲେଖାଏଁ, ହରଭଙ୍ଗା ଗ୍ରାମପଞ୍ଚାୟତ ,ହରଭଙ୍ଗା, ଭେଜିଗରା , ଡିଆଘାଟ,ରୁ ୧ଜଣ ଲେଖାଏଁ, କରଂଜକଟା ଗ୍ରାମପଞ୍ଚାୟତ କରଂଜକଟ। ଗ୍ରାମରୁ ୨ଜଣ, ଲୋକପଡା ଓ ସୋରିଷ ପୋଙ୍କାଳ ଗ୍ରାମରୁ ୧ଜଣ ଲେଖାଏଁ,କୁଶଙ୍ଗ ଗ୍ରାମପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୨୯ଜଣ,କୁମାରୀ ଗ୍ରାମରୁ ୨୫ଜଣ, ତିରିଡ଼ ଗ୍ରାମରୁ ୧ଜଣ,ମହଳିକପଡା ଗ୍ରାମପଞ୍ଚାୟତ ପଇଦା ଭୁଇଁ ଗ୍ରାମରୁ ୧ଜଣ, ପିତାମ୍ବରପୁର ଗ୍ରାମପଞ୍ଚାୟତ ଫୁଲଝରୀ ଗ୍ରାମରୁ ୧ଜଣ,ଓ କାନପୁର ଗ୍ରାମରୁ ୨ଜଣ, ଓ ଉଦେପୁର ଗ୍ରାମରୁ ୧ଜଣ, ରାଧାନଗର ଗ୍ରାମପଞ୍ଚାୟତ ରାଧାନଗର ଗ୍ରାମରୁ ୮ଜଣ, ପିପିଲକଟା, ରାୟପୁର ଗ୍ରାମରୁ ୧ଜଣ ଲେଖାଏଁ, ରାମଗଡ଼ ଗ୍ରାମପଞ୍ଚାୟତ ,ପରଗଲ ପୁର ଗ୍ରାମରୁ ୨ଜଣ,

ସାଂପଚ ଗ୍ରାମପଞ୍ଚାୟତ ହରେକୃଷ୍ଣପୁର ଗ୍ରାମରୁ ୨ଜଣ, ସଂକୁଳେଇ ଗ୍ରାମପଞ୍ଚାୟତ ରାଉତପଡ଼ା , ମଲ୍ଲିକ ପଡ଼ା, ମାଝି ସାହି ସଂକୁଳେଇ ଗ୍ରାମରୁ ୧ଜଣ ଲେଖାଏଁ, ସରସରା ଗ୍ରାମରୁ ୪୪ଜଣ, ତଲଙ୍ଗା ଗ୍ରାମପଞ୍ଚାୟତ ଗୋଛାବେରୀ ଗ୍ରାମରୁ ୨ଜଣ, ଓ ତଳ ଙ୍ଗା ଗ୍ରାମରୁ ୧ଜଣ, ତିିଲେଶ୍ୱର ଗ୍ରାମପଞ୍ଚାୟତ କୃଷ୍ଣପ।ଲି ଗ୍ରାମରୁ ୨ଜଣ, ତିିଲେଶ୍ୱର ଗ୍ରାମରୁ ୧ଜଣ, କଣ୍ଟାମାଲ ବ୍ଲକ ବରଙ୍ଗା ଗ୍ରାମପଞ୍ଚାୟତ ମଳିକୁଦ ଓ ଗଡ଼ଗଡ଼ିଆ ଗ୍ରାମରୁ ୧ଜଣ ଲେଖାଏଁ, ବରଗୋଛା ଗ୍ରାମପଞ୍ଚାୟତ ମଲ୍ଲିକ ପଡ଼ା ଗ୍ରାମରୁ ୧ଜଣ, ବିଳାଶପୁର ଗ୍ରାମପଞ୍ଚାୟତ ପାଣ୍ଡରିପଡା ,ରାକ୍ଷସ କୁଟି, ଓ ପଦରପଡ଼ା ଗ୍ରାମରୁ ୨ଜଣ ଲେଖାଏଁ, ଦପଲ। ଗ୍ରାମପଞ୍ଚାୟତ ଦପଲ। ଗ୍ରାମରୁ ୧ଜଣ, ପରତଲ। ଗ୍ରାମରୁ ୩ଜଣ, ଘଣ୍ଟାପଡା ଗ୍ରାମପଞ୍ଚାୟତ ମାନିକପୁର ଗ୍ରାମରୁ ୨ଜଣ, ଓ ରେକଡଲ ଓ ଘଣ୍ଟାପଡା , ବରଡି ବହାଲ ଗ୍ରାମରୁ ୧ଜଣ ଲେଖାଏଁ, ଗୁଡ଼ଭେଳି ଗ୍ରାମପଞ୍ଚାୟତ ପୁରୁଣା ପାଣି ଓ ଜୟଦପୁର ଗ୍ରାମରୁ ୧ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର ଗ୍ରାମପଞ୍ଚାୟତ ବାନ୍ଧନଝୁଲି ଗ୍ରାମରୁ ୧ଜଣ,କଣ୍ଟାମାଲ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୩ଜଣ, ଦେଉଲଦୁଙ୍ଗୁରି ଗ୍ରାମରୁ ୧ଜଣ, କଣ୍ଟାମାଲ ଗ୍ରାମରୁ ୯ଜଣ, ଖଳିଆପ।ଲି ଗ୍ରାମପଞ୍ଚାୟତ ଅଂଲ।ଚୁଁଆ ଓ ଖଳିଆପ।ଲି ଗ୍ରାମରୁ ୧ଜଣ ଲେଖାଏଁ, ଖଟଖଟିଆ ଗ୍ରାମପଞ୍ଚାୟତ ଷ।ଣ୍ଢପାଲି ,ବ୍ରାହ୍ମଣୀ ଓ ଖଟ ଖଟିଆ ଗ୍ରାମରୁ ୧ଜଣ ଲେଖାଏଁ, ଖୁଣ୍ଟିଗରା ଗ୍ରାମପଞ୍ଚାୟତ ବନ୍ଧଗରା ଗ୍ରାମରୁ ୧ଜଣ, ଲମ୍ଵସରି ଗ୍ରାମପଞ୍ଚାୟତ ମାରଡଲ ଗ୍ରାମରୁ 8ଜଣ, ପିଣ୍ଡା ପଦର ଗ୍ରାମରୁ ୩ଜଣ, ବାନ୍ଧନ ଝୁଲି , ଧଉରାକୁଦ ,ସାଲେପାଲି, ସଂକୋଚ ଗ୍ରାମରୁ ୧ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମପଞ୍ଚାୟତ ନୁର୍ପା ଗ୍ରାମରୁ ୫ଜଣ, ଯୋଗିପଦର, ଭୁର୍କିପଡା, ମନମୁଣ୍ଡା, ଗ୍ରାମରୁ ୧ଜଣ ଲେଖାଏଁ, ନାରାୟଣ ପ୍ରସାଦ ଗ୍ରାମରୁ ୬ଜଣ, ପଳସାଗରା ଗ୍ରାମପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ ୧୨ଜଣ, ଡେଙ୍ଗପଦର ଓ ପିପଲ ପାଲି ଗ୍ରାମରୁ ୨ଜଣ ଲେଖାଏଁ , ଧ।ନଖଣ୍ଡି ଓ ଝିଙ୍କରପାଲି ଗ୍ରାମରୁ ୧ଜଣ ଲେଖାଏଁ, ରୁଣ୍ଡିମହଲ ଗ୍ରାମପଞ୍ଚାୟତ ଶୁଲିଆ ଗ୍ରାମରୁ ୩ଜଣ, ରୁଣ୍ଡିମହଲ ଗ୍ରାମରୁ ୫ଜଣ, ଶିମିଳିପଦର ଗ୍ରାମପଞ୍ଚାୟତ ପତ୍ର।ପାଳି ଗ୍ରାମରୁ ୧ଜଣ, ଶୁଣ୍ଢି ପଦର ଗ୍ରାମପଞ୍ଚାୟତ ଗୋପାଳ ପୁର, ଧୁଙ୍ଗିଆ ପଦର ଗ୍ରାମରୁ ୧ଜଣ ଲେଖାଏଁ, ଉମା ଗ୍ରାମପଞ୍ଚାୟତ ରେଘ।ମୁଣ୍ଡା ଗ୍ରାମରୁ ୩ଜଣ, ବୋୖଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବୁଟୁପାଲି ରୁ ୬, ଖଳିଆ ବଗିଚା ସ ହିରୁ ୫ଜଣ, ବଗିଚା ସ।ହିରୁ ୪ଜଣ, ନୁଆଁ ସାହି ରୁ ୨ଜଣ, ମାଳି ସାହି, ସୁଦ ସାହି , ଖଦ।ଲ ସାହି ,ବାବୁ ସାହି, ପୋଡାପଡା, ରାଜଭାଟି ଅଞ୍ଚଳରେ ୧ଜଣ ଲେଖାଏଁ, ନୂତନ କୋରନା ପଜେଟିବ ବାହାରିଥିବା ଜଣାପଡିଛି।

Welcome to Odisha News24

error: Content is protected !!
%d bloggers like this: