ପୁଣି ଜିଲ୍ଲା ରେ ସଂକ୍ରମଣ ହାର ବଢିବା ସହିତ ହିଟ ଲିଷ୍ଟରେ ବୌଦ୍ଧ ବ୍ଲକ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୯/୦୫): ଜିଲ୍ଲାରେ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତିକାନ୍ତ ବଳିୟାରସିଂ ଙ୍କ ଡେଲି ରିପୋର୍ଟ ଅନୁଯାଇ ପୁଣି କରୋନା ସଂକ୍ରମଣ ହାର ବୃଦ୍ଧି ହୋଇଛି |

ଆଜି ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂତନ ୨୫୭ ଜଣ ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ହିଟ ଲିଷ୍ଟରେ ବୌଦ୍ଧ ବ୍ଲକ | ବୌଦ୍ଧ ବ୍ଲକର ଲଷ୍ମୀପ୍ରସାଦ ପଞ୍ଚାୟତ ଗୁଡ଼ିଆଳି ଗାଁ ରୁ ୮୨ ଜଣ ଚି଼ହ୍ନଟ ହୋଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: