ପୁଣି ଜିଲ୍ଲାରେ କରୋନା ନେଲା ଆଉ ଏକ ଜୀବନ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୭/୦୫): କରୋନା ଏଵେ ବୌଦ୍ଧ ଜିଲ୍ଲା ରେ ଭୟ ସୃଷ୍ଟି କରାଇଛି | ରୋଗୀ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି!ବହୁ ଜୀବନ ବି ନେଲଣି ଜିଲ୍ଲାରେ |

ପୁଣି ଆଜି ଏକ ଜୀବନ ନେଲା ମହାମାରୀ ରାକ୍ଷସ | ସୂଚନାନୁଯାଇ ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର କଷ୍ଟ ବେହେରା (୫୧)ଦୁଇଦିନ ତଳେ କରନାରେ ଆକ୍ରାନ୍ତ ହୋଇ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ହେଉଥିଲେ | କିନ୍ତୁ ଆଜି ଦୁର୍ଭାଗ୍ୟ କରୋନା ନେଇଯାଇଛି ତାଙ୍କ ପ୍ରାଣକୁ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: