ପାଣି ସମସ୍ୟା ନେଇ ପଂଚାୟତ କାଯ୍ୟାଳୟ ଆଗରେ ଧାରଣା, ଦୁଃଖ ଶୁଣିବାକୁ ଆସିଲେନି ପ୍ରଶାସନ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା ୮/୬): ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତର ବାମଣ୍ଡା ଗ୍ରାମରେ ଦିର୍ଘଦିନ ହେଲା ପାନିୟଜଳ ସମସ୍ୟା ଲାଗିରହିଛି ।

ସମସ୍ୟା ସଂର୍ପକରେ ପଂଚାୟତ କତୃପକ୍ଷଙ୍କ ଦୃଷ୍ଟି ପଡୁନଥିବାରୁ ଏହାକୁ ନେଇ ବାମଣ୍ଡା ଗ୍ରାମର ଶତାଧିକ ମହିଳା ପୁରୁଷ ୨ଘଣ୍ଟା ପଯ୍ୟନ୍ତ ପଂଚାୟତ କାଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସବୁଠାରୁ ଦୁର୍ଭାଗ୍ୟୟର କଥା ଯେ ଧାରଣା ସ୍ଥଳକୁ ବ୍ଲକ ପ୍ରଶାସନର କୌଣସୀ ବି କର୍ମଚାରି ଘଟଣାସ୍ଥଳରେ ନ ପହଂଚିବା ନେଇ ଗ୍ରାମବାସିଙ୍କ ଭିତରେ ତ୍ରୀବ୍ର ଅସୋନ୍ତଷ ପ୍ରକାଶ ପାଇଥିଲା । ତେଣୁ ଗ୍ରାମରେ ପାନିୟଜଳ ସମସ୍ୟାର ସମାଧାନ ଶିଘ୍ର ପୁରଣ ପାଇଁଁ ଗ୍ରାମବାସି ଜିଲ୍ଲିପାଳଙ୍କୁ ନିବେଦନ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: