ସାଧାରଣ ଜନତାଙ୍କ ସ୍ୱର

ପଂଚାୟତ ଓ ଲୋକସେବା ଦିବସ ପାଳିତ

ରିପୋର୍ଟ: ଶୁଭମ ପାଣି //
ଢେଙ୍କାନାଳ (ତା ୦୫/୦୩): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସଭାଗୃହରେ ପଂଚାୟତରାଜ ଦିବସ ଏବଂ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରାଯାଇଅଛି |30827fd2 7585 446b 86be 25721bbb0d22

ଏଥିରେ ୨୧ଟି ପଂଚାୟତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏବଂ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ, ବିଡ଼ିଓ ଶ୍ରୀଯୁକ୍ତ ଖଗେଶ୍ୱର ପାତ୍ର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅକ୍ଷୟ କୁମାର ବେହେରା କର୍ମଚାରୀ ଉପସ୍ଥିତ ଥିଲେ | ଏହି ଅବସରରେ ବିଜୁ ବାବୁଙ୍କ ଜନ୍ମଦିନ ମଧ୍ୟପାଳନ କରାଯାଇଛି |

Welcome to Odisha News24

%d bloggers like this: