ରିପୋର୍ଟ: ଶୁଭମ ପାଣି //
ଢେଙ୍କାନାଳ (ତା ୦୫/୦୩): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସଭାଗୃହରେ ପଂଚାୟତରାଜ ଦିବସ ଏବଂ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରାଯାଇଅଛି |
ଏଥିରେ ୨୧ଟି ପଂଚାୟତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏବଂ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ, ବିଡ଼ିଓ ଶ୍ରୀଯୁକ୍ତ ଖଗେଶ୍ୱର ପାତ୍ର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅକ୍ଷୟ କୁମାର ବେହେରା କର୍ମଚାରୀ ଉପସ୍ଥିତ ଥିଲେ | ଏହି ଅବସରରେ ବିଜୁ ବାବୁଙ୍କ ଜନ୍ମଦିନ ମଧ୍ୟପାଳନ କରାଯାଇଛି |