ନିଆଁ ଲାଗିଥିବା ବେଳେ ସେଲଫି ନେଇ ଯୁବକ ନିଜେ ଜଳିଗଲେ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର/ପାରଳାଖେମୁଣ୍ଡି, ତା୧୬-୧୨: ଆଜି ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟ ରେ ଆଜି ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ ।

ଟ୍ରେନ ବଗିରେ ନିଆଁ ଲାଗିଥିବା ବେଳେ ଚଢ଼ି ସେଲଫି ନେବା ସମୟରେ ଜଳିଯାଇଥିଲେ ଯୁବକ । କୌଣସି କାରଣ ବସତ ଟ୍ରେନରେ ନିଆଁ ଲାଗିଯାଇଥିବାରୁ ଯୁବକ ଜଣକ ଟ୍ରେନ ଭିତରୁ ବାହାରିପାରି ନ ଥିଲେ । ଟ୍ରେନରେ ଗୋଟିଏ ବଗିରେ ଜଳିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ନିଆଁକୁ ଆୟତ୍ତ କରିବା ଲାଗି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚିଥିବା ବେଳେ କାହିଁକି ଯୁବକ ଜଣକ ଏମିତି କଲେ ? ଟ୍ରେନ କେତେ ଦିନ ହେବ ସେଠାରେ ରହିଥିଲା ଓ ଟ୍ରେନରେ ନିଆଁ କିପରି ଲାଗିଲା ସେନେଇ ବର୍ତମାନ ସମୟରେ କୌଣସି ସୂଚନା ମିଳି ନାହିଁ ।

Welcome to Odisha News24

error: Content is protected !!
%d bloggers like this: