ନାରାୟଣ ପାଟଣାରେ ଉପହାର ତରଫରୁ ୨୦୦ ଜଣ ମହିଳା ବିଧବାଙ୍କୁ ବସ୍ତ୍ର ବଣ୍ଟନ

ରିପୋର୍ଟ: ମିନା ବେହେରା //
ନାରାୟଣ ପାଟଣା ତା ୨୨/୧): କରୋନା ମହାମାରି ଉପଲକ୍ଷେ ଆଜି ବନ୍ଧୁଗାଁ ବ୍ଲକ ଓ ନାରାୟଣ ପାଟଣା ସ୍ବେଛାସେବୀ ଉପହାର କାଲାଟ ମେନେଞ୍ଜର ଶ୍ରୀ ବିଭୂତ କୁମାର ଲିମାଙ୍କ ଦ୍ୱାରା ନାରାୟଣ ପାଟଣା ବ୍ଲକର ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକର କୁମ୍ଭାରି ପୁଟ ଗ୍ରାମ ଠାରେ ଅସହାୟ ୨୦୦ ଜଣ ଅସହାୟ ବିଧବା ମହିଳାଙ୍କୁ ଗାମୁଚା,ତାୱାଲ,ବଣ୍ଟନ ହୋଇଥିଲା I

ଏଥିରେ ସନ୍ନମାନୀୟ ଅତିଥି ଭାବରେ ନାରାୟଣ ପାଟଣା ବ୍ଲକର ବିଧାୟୋକ ପ୍ରତିନିଧି ଶ୍ରୀ କେ. ସାୟାରାଜୁ, ବ୍ଲକ ବିଜେଡି ସଭାପତି ଏସ. ଏଗି ନାରାୟନ ଓ ନାରାୟଣ ପାଟଣା ଗ୍ରାମ ପଞ୍ଚାୟତର ସୋରପଞ୍ଚ ଶ୍ରୀ ଇନ୍ଦ୍ରଜିତ ନାଗଵଂଶ ପ୍ରମୁଖ ଉପସ୍ଥିତ ରହିଥିଲେ I

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: