ସାଧାରଣ ଜନତାଙ୍କ ସ୍ୱର

ଦ୍ଵିତୀୟ ଲହରୀ ସଂକ୍ରମଣକୁ ଆଖି ଆଗରେ ରଖି ରାଇକିଆ ପୋଲିସର ମାସ୍କ ସଚେତନା

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ(୦୭/୦୪): ପୁଣି ଥରେ ସଜାଗ ହେବା ସମୟ ଆହ୍ୱାନ କରୁଛି | ରାଜ୍ୟ,ଜିଲ୍ଲା ରେ କୋଭିଡ୍ ସଂକ୍ରମଣର ଗ୍ରାଫ ଦିନକୁ ଦିନ ବଢ଼ିବାରେ ଲାଗିଛି |

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଲୋକଙ୍କୁ ସଚେତନା ଆରମ୍ଭ କରିଦେଇଛି | ବିଭିନ୍ନ ଛକରେ ଲୋକଙ୍କୁ ମାସ୍କ ପରିଧାନ କରିବା ପାଇଁ ପୋଲିସ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି | ବହୁ ପୁଲିସ କର୍ମଚାରୀ ଲୋକଙ୍କୁ ସଚେତନା କରୁଥିଲେ | ଏଣିକି କରୋନା କଟକଣା ମାନୁ ନ ଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟମଧ୍ୟ କରାଯିବ ବୋଲି ପୋଲିସ ପ୍ରଶାସନ ସୂଚନା ଦେଇଛି |

Welcome to Odisha News24

%d bloggers like this: