ଦୋରଗୁଡ଼ା ଛକରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରିଗୁଡା (୧୯/୦୧): ବୈପାରିଗୁଡା ଥାନା ଅନ୍ତର୍ଗତ 326 ନମ୍ବର ଜାତୀୟ ରାଜ ପଥ ଦୋରଗୁଡ଼ା ଗାଁ ନିକଟରେ ଅଭବନୀୟ ଘଟଣା ଘଟିଛି l

ଆଜି ସନ୍ଦ୍ୟା ସାତଟl ବେଳେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ମୃତ ବୃଦ୍ଧା ଜଣକ ବାଣୁଆଗୁଡା ଗ୍ରାମର ପଦ୍ମା ମୁଦୁଲି (୬୬) ବୋଲି ଜଣାପଡିଛି l ଉକ୍ତ ବୃଦ୍ଧା ମହୁଲି ଗ୍ରାମକୁ ଯାଇ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ ହୋଇଛି। ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଥିବା ବେଳେ ଆସନ୍ତା କାଲିକୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: