ସାଧାରଣ ଜନତାଙ୍କ ସ୍ୱର

ଦୁଇ ବାଇକ ମୁହାଁ, ମୁହିଁ ଧକ୍କା,ଜଣେ ମୃତ ତିନି ଗୁରୁତର

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୯-୦୪): ବଲାଙ୍ଗୀର ନିକଟସ୍ଥ ଛତାମଖନା ନିକଟରେ ଦୁଇ ଗୋଟି ବାଇକ ମୁହାଁ, ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କ ର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାଇକ ରେ ଥିବା ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।0bb2063d 9a33 44be 9305 b35bca447184

ସୂଚନା ଅନୁଯାୟୀ ବଲାଙ୍ଗୀର ରୁ ଏକ ପେସନ ପ୍ରୋ ବାଇକ ରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ଲୋଇସିଙ୍ଗା ପଟୁ ଦୁଇଜଣ ଯୁବକ ଆସୁଥିବା ବେଳେ ଛତାମଖନା ନିକଟରେ ମୁହାଁ, ମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଙ୍କୁ ବଲାଙ୍ଗୀର ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ରେ ଭର୍ତ୍ତି ଥିବା ସୂଚନା ମିଳିଛି ।

Welcome to Odisha News24

%d bloggers like this: