ଡମ୍ବ ସମାଜର ସଭାପତି ତଥା କଂଗ୍ରେସ କର୍ମୀ ଲୁକୁ ଖରାଙ୍କ ବିଜେଡିରେ ଯୋଗଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରିଗୁଡା (୨୭/୧୨): ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ କର୍ମୀ ତଥା ବୈପାରୀଗୁଡା ବ୍ଲକ ଡମ୍ବ ସମାଜର ସଭାପତି ଲୁକୁ ଖରl ବିଜେଡିରେ ଯୋଗଦେଇଛନ୍ତି l

ନବୀନ ସରକାରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହିପରି ପଦକ୍ଷେପ ନେଇଥିବା ସେ କହିଛନ୍ତି l ଦୀର୍ଘ ବର୍ଷ ଧରି କଂଗ୍ରେସ କର୍ମୀ ଭାବେ ଦାୟିତ୍ୱ ତୁଳାଉଥିବା ବେଳେ ଗତ କାଲି କୋରାପୁଟ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ଖିରା ବ୍ଲକ ଡ଼ମ୍ବ ସମାଜର ସଭାପତି ଭାବେ ଦାଇତ୍ୱ ତୁଳାଉଥିବା ବେଳେ କଂଗ୍ରେସ ଛାଡି ବିଜେଡି ଯୋଗଦେବା ଏବେ ଚର୍ଚ୍ଚl ର ବିଷୟ ପାଲଟିଛି l

Welcome to Odisha News24

error: Content is protected !!
%d bloggers like this: