ଜିଲ୍ଲାରେ ୨୭୩ ରୋଗୀ ସହ ବଡବାଗବରେ ସର୍ବାଧିକ ୨୫ ଜଣ କରୋନା ରୋଗୀ ଚି଼ହ୍ନଟ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୨/୦୫): ବୌଦ୍ଧ ଜିଲ୍ଲାରେ ନୂତନ କରୋନା ଚି଼ହ୍ନଟ ସଂଖ୍ୟା ରୋଗୀ ଦିନକୁଦିନ ବଢିବଢି ଚାଲିଛି |

ପ୍ରତ୍ୟେକ ଦିନ ଦୁଇ ସତକରୁ କମୁନି ରୋଗୀ ସଂଖ୍ୟା | ଆଜି ଜିଲ୍ଲାରେ କରୋନା ରୋଗୀଙ୍କ ଡେଲି ରିପୋର୍ଟ ଅନୁଯାଇ ୨୭୩ ଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକର ରାଧାନଗର ପଂଚାୟତ ବଡ଼ ବାଗବର ଗାଁ ସର୍ବାଧିକରେ ୨୫ ଜଣ ରୋଗୀ ଆକ୍ରାନ୍ତ ହୋଇଥିବାର ସୁଚନା ମିଳୁଛି |

Welcome to Odisha News24

error: Content is protected !!
%d bloggers like this: