ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ ଥିବାବେଳେ ଗ୍ରାମାଞ୍ଚରେ ସର୍ବାଧିକ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୮/୦୫): ସାହାରା ଞ୍ଚଳ ଅପେକ୍ଷା ବୌଦ୍ଧ ଜିଲ୍ଲା ର ଗ୍ରାମାଞ୍ଚରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି |

ଲୋକ ସୂଚନା ଅଧିକାରୀଙ୍କ ରିପୋର୍ଟ ନୁଯାଇ ଆଜି ବୌଦ୍ଧ ଜିଲ୍ଲାରେ ନୂତନ ୧୪୮ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି | ପ୍ରତି ଦିନ ଭଳି ଆଜି ମଧ୍ୟ ଗ୍ରାମାଞ୍ଚଳରେ ସର୍ବାଧିକ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି | ବୌଦ୍ଧ ବ୍ଲକର ମୁଣ୍ଡିପଦର ପଞ୍ଚାୟତ ପଲଶ ପାଟ ଗାଁ ରୁ ୪୬ ଓ କଶୁରବନ୍ଦ ପଂଚାୟତ ସିଂଘ ପାଲି ଗାଁ ରେ ୨୪ ଜଣ ସର୍ବାଧିକ ରୋଗୀ ଚି଼ହ୍ନଟ ହୋଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: