ଜାନୁଆରୀ ମାସରେ ଖୋଲିବ ସ୍କୁଲ, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୦-୧୨): ଆସନ୍ତା ବର୍ଷ ଜାନୁଆରୀ ମାସରେ ଓଡିଶାର ସମସ୍ତ ସ୍କୁଲ ଖୋଲିବ। ୧୦୦ ଦିନର କ୍ଲାସ ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ମନ୍ତ୍ରୀଙ୍କ ସୂଚନ ଅନୁଯାୟୀ, ୧୦୦ ଦିନ ପାଠପଢ଼ା ହେବ ପରେ ପରୀକ୍ଷା ହେବ । ପରୀକ୍ଷାରେ ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ମହାମାରୀ କରୋନା ଭାଇରସ୍ କାରଣରୁ ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ “ପ୍ରଶ୍ନ ବ୍ୟାଙ୍କ” ଦିଆଯିବ ବୋଲି ସେ କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: