ଛାତ୍ର କଂଗ୍ରେସ ପକ୍ଷରୁ ମାସ୍କ ଓ ସେନିଟାଇଜର ବଣ୍ଟନ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୮/୬): ଆଜି ଛାତ୍ରନେତା ଶ୍ରୀନିବାସ ଖମାରୀଙ୍କ ନେତୃତ୍ୱରେ ଛାତ୍ରକଂଗ୍ରେସ ପକ୍ଷରୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି |

ସିନ୍ଦୁରପୁର ପଂଚାୟତର ଉଭୟ ଝରାପଡା ଏବଂ ବାଙ୍କିଘିର୍ଡି ପଂଚାୟତ ର ଅରୀଗାଁ ଠାରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଛାତ୍ରକଂଗ୍ରେସ ପକ୍ଷରୁ ମାନ ହୋତା,ଚିତ୍ତରଞ୍ଜନ ମନହିରା, ବଣ୍ଟି ପାଢ଼ୀ, ସିଦ୍ଧାର୍ଥ କାଲସେ, ହିମାଂଶୁ ପେରା ପ୍ରମୁଖ ଉପସ୍ଥିତ ଥିଲେ | ଆଗାମୀ ଦିନରେ ସମସ୍ତ ପଂଚାୟତ ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: