ଚନ୍ଦ୍ରପୁର ପୋଲିସ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ରିପୋର୍ଟ: କୈଳାସ ମାଳବିଶୋୟୀ //
ଚନ୍ଦ୍ରପୁର ୦୫/୦୬): ବିଶ୍ଵ ପରିବେଶ ଦିବସ -୨୦୨୧ ପାଳନ ଅବସରରେ ଯଦି ଭାରତ ରେ ପ୍ରତିପ୍ରତ୍ୟକ ଲୋକ ଅତି କମ୍ ରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତାର ସଠିକ୍ ଯତ୍ନ ନିଅନ୍ତି ତେବେ ୧୩୩କୋଟି ଜନ ସଂଖ୍ୟା ବିଶିଷ୍ଟ ଭାରତରେ ଅମ୍ଳଜାନ ର ଅଭାବ କେବେବି କୋଉଠି ବି ସୃଷ୍ଠି ହୁଅନ୍ତା ନାହିଁ।

ବିଶ୍ଵ ପରିବେଶ ଦିବସ -୨୦୨୧ ପାଳନ ଅବସରରେ ଚନ୍ଦ୍ରପୁର ପୋଲିସ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ସମ୍ମାନିତ ଅତିଥି ଚନ୍ଦ୍ରପୁର ଫରେଷ୍ଟର ଶ୍ରୀ ଗୌତମ ପଣ୍ଡା ସୁଭାରମ୍ଭରେ କୃଷ୍ଣଚୂଡ଼ା, କରଞ୍ଜ, ଅଅଳା, ଓ ଅନେକ ଉପାଦେୟ ବୃକ୍ଷ ରୋପଣ କରିଥିଲେ ଉକ୍ତ କାର୍ଯକ୍ରମ ରେ ଚନ୍ଦ୍ରପୁର ପୋଲିସ ଥାନା ଆଇ ଆଇ ସି ଶ୍ରୀ ମୁକୁନ୍ଦ ଦେବ ନାୟକ, ସବନିସ୍ପେକ୍ଟର ଶ୍ରୀ ଧାରୁଆ, କନେଷ୍ଟ ବଲ ଓ ହୋମ ଗାଡ ସମସ୍ତ କର୍ମ କର୍ତ୍ତା ଙ୍କଉପସ୍ଥିତିରେ ବୃ୍ଷରୋପଣ କରିଛନ୍ତି ଏବଂ ଆଗାମୀ ଦିନରେ ଥାନା ପରିସରକୁ ସବୁଜ ସୁନ୍ଦର ପରିବେଶ ରଖିବା ନିମନ୍ତେ ଶ୍ରୀ ନାୟକ କହିଛନ୍ତି l

Welcome to Odisha News24

error: Content is protected !!
%d bloggers like this: