ସାଧାରଣ ଜନତାଙ୍କ ସ୍ୱର

ଘର ଘର ବୁଲି କରୋନା ଆକ୍ରାନ୍ତଙ୍କ ଘର ତଥା ସରକାରୀ କାର୍ଯ୍ୟାଳୟ ଗୁଡିକ କରାଯାଉଛି ସେନିଟାଇଜ

0dde6330 6d73 4b4c b412 8dad1334efdeରିପୋର୍ଟ:ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୦୨-୦୫): ଟିଟିଲାଗଡ ରେଳ ଜଙ୍କସନ ହୋଇ ଥିବା ଓ ଏହି ସହରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ସଚେତନତା ଅଭିଯାନ ଆରମ୍ଭ କରାଯାଇ ବିଭିନ୍ନ ସ୍ଥାନରେ ସେନିଟାଇଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସ୍ବେଚ୍ଛାସେବୀ ନର୍ସିଂସିଙ୍ଗ,ବନମାଳୀ ବେହେରା ଓ ଅନ୍ୟ ଯୁବ ସ୍ବେଚ୍ଛାସେବୀ ମିଶି ଟିଟିଲାଗଡ ପୌରାଞ୍ଚଳ ର ୱାର୍ଡ ନଂ-୪,୫,୭,୮,୯,୧୩,୧୪ ରେ ସଂକ୍ରମିତ ଙ୍କ ଘର,ଘର ବୁଲି ସେନିଟାଇଜ କରିବା ସହ ଟିଟିଲାଗଡ ପୋଲିସ ଷ୍ଟେସନ ସହ ସରକାରୀ ବାସ ଭବନ ମନ୍ଧ୍ୟ ଏହି ସେନିଟାଇଜ କରିଥିବା ଜଣାଇଛନ୍ତି । ସେହିପରି ଅନ୍ୟ ଜରୁରୀକାଳୀନ ତହସିଲ କାର୍ଯ୍ୟାଳୟ ସହ ଉପଜିଲ୍ଲାପାଳ ତଥା ଅନ୍ୟ ଜରୁରୀକାଳୀନ ସରକାରୀ କାର୍ଯ୍ୟାଳୟ ମାନ ଆଗାମୀ ଦିନରେ ସେନିଟାଇଜ କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ସଚେତନତା ପାଇଁ ଅବିରତ ବିଭିନ୍ନ କାର୍ଯ୍ୟକ୍ରମ ଜାରିରଖିବା ଯୋଗୁଁ ସାଧାରଣ ରେ ବେଶ ଲୋକପ୍ରିୟ ହୋଇପାରିଥିବା ଜଣାଯାଇଛି ।

Welcome to Odisha News24

%d bloggers like this: