ଗାଡି ମୋଟର ଯାଞ୍ଚ, ୨ଲକ୍ଷ ୭୮ହଜାର ଟଙ୍କା ଜରିମାନା ଆଦାୟ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୦/୦୧): ବୈପାରୀଗୁଡା ଛକରେ ଆଜି କୋରାପୁଟ ଆରଟିଓ ଓ ବୈପାରୀଗୁଡା ପୋଲିସ ମିଳିତଭାବେ ଗାଡି ମୋଟର ଯାଞ୍ଚ କରାଯାଇଛି l ଏଥିରେ ୨ଲକ୍ଷ ୭୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଜଣାପଡିଛି l

ଆଜି ଅପରାହ୍ନ 3ଟା ବେଳେ କୋରାପୁଟ ଅତିରିକ୍ତ ଅଞ୍ଚଳିକ ଯାନବାହାନ ଅଧିକାରୀ ତପନ କୁମାର ବେଟି ଓ ଅତିରିକ୍ତ ମୋଟର ଗାଡି ଇନ୍ସ୍ପେକଟର ପିଏନ ରାଓଙ୍କ ସହ ବୈପାରୀଗୁଡାଥାନା ଅଧିକାରୀ ରଘୁନାଥ ମାଝୀଙ୍କ ଉପସ୍ଥିତରେ ମୁଖ୍ୟ ଛକ ଠାରେ ଯାନବାହାନ ଯାଞ୍ଚ ହୋଇଥିଲା ଏଥିରେ ମୋଟ ୪୪ଟି ଗାଡି ରୁ ମୋଟ ୨ଲକ୍ଷ ୭୮ହଜାର ପାଞ୍ଚସହ ଟଙ୍କା ଜରିମାନା ଆଦାୟ ସହ ୬ଜଣ ମଦୁଆ ଗାଡି ଚାଲକଙ୍କୁ ଧରିବା ସହ ୧୯ଜଣ ଗାଡି ଚାଳକଙ୍କ ଡ୍ରାଇଭିଂ ବାତିଲ କୋରଯାଇଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: