କୃଷି ଭିତ୍ତିକ କଳାଯୋତାର ସଚେତନତା କାର୍ଯ୍ୟକ୍ରମ

ୱେବ ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୨୧-୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଆଦିବାସୀ ବୃହଦାକାର ସମବାୟ ସମିତି ଲି କାର୍ଯ୍ୟଳୟ ସମ୍ମୁଖରେ ରାୟଗଡା ପ୍ରକଳ୍ପ ନିର୍ଦ୍ଦେଶ ଆତ୍ମା ପକ୍ଷରୁ କୃଷି ଭିତ୍ତିକ ସରକାରୀ ଯୋଜନାର କଲା ଯୋତା ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ଏଥିରେ ସରକାର କରିଥିବା କୃଷି ଭିତ୍ତିକ ଯୋଜନା ଓ କରୋନା ବିଷୟ ନେଇ ନାଟକ ମାଧ୍ୟମରେ ଲୋକ ମାନଙ୍କ ସଚେତନତା କରାଯାଇଛି। ଏହି ନାଟକ ର କଳାକାର ମାନେ ଭୁବନେଶ୍ୱର ରୁ ଆସିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ସମୟରେ କୌଣସି କୃଷି ଅଧିକାରୀ, ଆତ୍ମାର କର୍ମଚାରୀ, ଅନୁପସ୍ଥିତ ରହିଥିବାବେଳେ କେବଳ ଜଣେ କୃଷକ ଶାଥି ଚିତରଞ୍ଜ ଲମତା କାର୍ଯ୍ୟକ୍ରମ ରହି ସହଯୋଗ କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: