କୁଲତା ସମାଜ ବଲାଙ୍ଗୀର ତରଫରୁ ୧୮ ରୁ ୪୪ ବର୍ଷ ବୟସ ଲୋକଙ୍କୁ ଟୀକାଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗୀର (୦୩/୦୬): କୂଳତା ସମାଜ ବଲାଙ୍ଗୀର ସଂପାଦକ ଶାନ୍ତନୁ କୁମାର ପାତ୍ର କଂ ପତିନିଧିତ୍ୱ ରେ ବଲାଙ୍ଗୀର ଜିଲାପାଳ ଙ୍କୁ ବଲାଙ୍ଗୀର ଜିଲ୍ଲାରେ ୧୮ ବର୍ଷ ରୁ ୪୪ ବର୍ଷ ମଧ୍ୟରେ ଶୀଘ୍ର ଟୀକାକରଣ ଆରମ୍ଭ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଗଲା |

ଏହି ସମୟରେ ବରିଷ୍ଠ ସଭ୍ୟ ଶାନ୍ତନୁ ଭୋଇ, ଯୁବ ଉପଦେଷ୍ଟା ସୁନୀଲ କୁମାର ମାଝୀ, ଯୁବ ସଂଯୋଜକ ସୁଦର୍ଶନ ସାହୁ, ଦିନେସ ଭୋଇ, ଆକାଶ ପ୍ରଧାନ, ରୋହିମ ରଞ୍ଜନ ସାହୁ ଆଦି ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: