ସାଧାରଣ ଜନତାଙ୍କ ସ୍ୱର

କୁଡପାକିଆ ରେ ରାଜ୍ୟ ସ୍ୱରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧୦/୨): କନ୍ଧମାଳ ଜିଲ୍ଲା କ ନୂଆଗାଁ କୁଡପାକିଆ ଠାରେ ରାଜ୍ୟ ସ୍ୱରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି | ଜ୍ୟୋତି ୟୁଥ କ୍ଳବ କୁଡପାକିଆ ଦ୍ୱାରା ଆୟୋଜିତ ଭଲିବଲ ପ୍ରତିଯୋଗିତାଟି ଗ୍ରାମାଂଚଳରେ ଯୁବ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରିଛନ୍ତି | ଏଥିରେ ବିଭିନ୍ନ ଅଂଚଳ ରୁ ଷୋହଳ ଟି ଦଳ ଅଂଶଗ୍ରହଣ କରିଛନ୍ତି |

ଉଦ୍ଧଘାଟନି ଖେଳରେ ମୂଖ୍ୟ ଅତିଥି ରୂପେ ସମାଜସେବୀ ତଥା ଗ୍ରାମ୍ୟ କମିଟି ସଭାପତି ନବୀନ ଦିଗାଲ, ସଂମ୍ମାନନୀୟ ଅତିଥି ହେରାଦ ଦିଗାଲ, ଗୋବର୍ଧନ ମଳିକ, ସମାଜ ସେବୀ ବଇର ଦିଗାଳ, ପିତବାସ ଦିଗାଲ, ନାଭିଦତ୍ୟା ମାଝୀ ଓ ଉଦ୍ଧବ ଦିଗାଳ ପ୍ରମୁଖ ଯୋଗ ଦେଇ ଥିଲେ | ପ୍ରଥମ ମ୍ୟାଚ ଦାରିଙ୍ଗବାଡି ଓ ରାଇକିଆ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ରାଇକିଆ ଦଳ ବିଜୟୀ ଲାଭ କରିଥିଲା | ଦ୍ୱିତୀୟ ମ୍ୟାଚ ଟି ହଣ୍ଟର ସିକ୍ସ କୁର୍ତ୍ତମ ଗଡ ଓ ଲାରକ ସିକ୍ସ ବେରେଡାକିଆ ମଧ୍ୟରେ ଖେଳ ହୋଇଥିବା ବେଳେ କୁର୍ତ୍ତିମଗଡ ଦଳ ବିଜୟୀ ହୋଇଛି |

Welcome to Odisha News24

%d bloggers like this: