କଲ୍ୟାଣୀ ଆଞ୍ଚଳିକ ମଞ୍ଚ ଦ୍ୱାରା ଆୟୋଜିତ ପୃଷ୍ଟି ମହୋତ୍ସବ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୦୧/୦୨): ଭରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁସିଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସୋୟଂ ସହାୟକ ଗୋଷ୍ଠୀର କଲ୍ୟାଣୀ ଆଞ୍ଚଳିକ ମଞ୍ଚ ଦ୍ୱାରା ଆୟୋଜିତ ହୋଇଯାଇଛି ପୃଷ୍ଟି ଉତ୍ସବ |

ମୁଖ୍ୟ ଅତିଥି ସଭାନେତ୍ରୀ ଜେମା ପ୍ରଧାନ, ସମ୍ପାଦିକା ସବିତା ଦାସ, ଏମ ବି କେ ପ୍ରମୋଦିନୀ ମହାକୁଡ଼,ସି ଆର ପି ସୁଭଦ୍ରା ସେଠି, କୃଷି ମିତ୍ର ଜୁଲି ଭୋକ୍ତା, ପ୍ରାଣୀ ମିତ୍ର ମୋହିନୀ ମଞ୍ଜରୀ ବିଶି, ଅଙ୍ଗନ ୱାଡି କର୍ମୀ ବାଳମତି ବେହେରା ଓ କଲ୍ୟାଣୀ ବେହେରା ଏବଂ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ରହିଥିଲେ |

Welcome to Odisha News24

error: Content is protected !!
%d bloggers like this: