କରୋନା କଟକଣା ଭିତରେ ପାଳିତ ହେଉଛି ଶ୍ରୀରାମ ନବମୀ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୨୧/୦୪): କରୋନା ମହାମାରୀ କୁ ଆଖିଆଗରେ ରଖି ବିଶ୍ୱ ପ୍ରସିଦ୍ଧ ଶ୍ରୀରାମ ନବମୀ ଆଜି ପାଳିତ ହୋଇଛି |

ସରକାରଙ୍କ ନିୟମନୁଯାଇ କୋଣସି ସାଂସ୍କୃତିକ କାର୍ଯ୍ୟକ୍ରମ ନକରି ବିନା ଜନସମାଗମରେ ଭାରତବର୍ଷରେ ପାଳିତ ହେଉଛି ଏହି ମହାନ ପର୍ବ | ସେହିଭଳି ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଆଜି ମୁଖରିତ ହେଉଛି ଶ୍ରୀରାମ ଚନ୍ଦ୍ରଙ୍କ ଏହି ପର୍ବ | ହରଭଙ୍ଗା ବ୍ଲକ, ସରସରା, ଶ୍ୟାମସୁନ୍ଦରପୁର, ପିତାମ୍ବରପୁର, ଧଳପୁର,ଆଦି ଜାଗାରେ ଓ କରୋନା କଟକଣାକୁ ନେଇ ନିଜ ନିଜ ଘର ଗୁଡିକରେ ଚଳିତ ବର୍ଷ ପାଳିତ ହେଉଛି ଶ୍ରୀରାମ ନବମୀ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: