ଓଡିଶା ନ୍ୟୁଜ୨୪ର ପ୍ରଭାବ – ଅନିଲକୁ ସହାୟତା ହାତ ବଢ଼ାଇଲା ପ୍ରଶାସନ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ. ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଯୁବରାଜ ପୁର ର ଅନିଲ ନାଏକଙ୍କ ନାମରେ ୧୦ /୨ ରେ ଓଡିଶା ନ୍ୟୁଜ୨୪ ରେ ପ୍ରକାଶ ପାଇଥିବା ଘଟଣାଟି ଆଜି ଚହଳ ପଡିଛି | ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରୁଥିବାରୁ ଓଡିଶା ନ୍ୟୁଜ୨୪ରେ ପ୍ରକାଶ ପାଇଥିଲା |

ଯୁବକଙ୍କ ପାଇଁ ଅର୍ଥ ସାଜିଛି ଚିକିତ୍ସାରେ ବାଧକ

ଫଳରେ ଏହି ସମସ୍ୟାଟିକୁ ଟୁଇଟର ମାଧ୍ୟମରେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିବାରୁ ବୌଦ୍ଧ ଜିଲ୍ଲା ଏମର୍ଜେନ୍ସି ଅପେରସନ ସେଣ୍ଟର ବୌଦ୍ଧ ସମ୍ପୂର୍ଣ ଚିକିତ୍ସା ଦାୟିତ୍ୱ ତୁଳାଇବେ ବୋଲି ସହାୟତାର ହାତ ବଢ଼ାଇଛି | ତେଣୁ ଗ୍ରାମବାସୀ ଓଡିଶା ନ୍ୟୁଜ୨୪ ଓ ଜିଲ୍ଲା ଏମର୍ଜେନ୍ସି ଅପରେସନ ସେଣ୍ଟର ବୌଦ୍ଧଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: