ଓଡିଶା ନ୍ୟୁଜ୨୪ର ପ୍ରଭାବରେ ଅଙ୍କିତାକୁ ଆର୍ଥିକ ସହାୟତା ଦେଲେ ଜିଲ୍ଲାପାଳ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୧୦/୦୫): ବୌଦ୍ଧ ବ୍ଲକ ଖୁଣ୍ଟବନ୍ଦ ପଂଚାୟତ ଯହ୍ନlପଙ୍ଗ ଗ୍ରାମର ଅଙ୍କିତା ନାୟକ | ପାଠ ପଢିବା ପାଇଁ ଅର୍ଥର ଅଭାବ ଘଟଣା ଓଡିଶା ନିୟୁଜ ୨୪ ଓ ଅନୁପମ ଭାରତରେ ପ୍ରକାଶ ପାଇବା ପରେ ଚାରି ଆଡୁ ସହଯୋଗର ହାତ ବଢୁଛି |

ଆଜି ସେହିଭଳି ଫ୍ରେଣ୍ଡସ ଫାଉଣ୍ଡେସନ ଙ୍କ ସହଯୋଗରେ ଉପଜିଲ୍ଲାପାଳ ପାଣ୍ଡିଆନଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଟାଟେନ୍ଦୁ ମିଶ୍ର ୧୦୦୦୦ଟଙ୍କା ଆର୍ଥିକ ସାହାଯ୍ୟ କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: