ଧାନର ଦରଦାମ ବୃଦ୍ଧି କୁ ନେଇ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀ

ରିପୋର୍ଟ ସୁଶାନ୍ତ ବେହେରା //
ବୌଦ୍ଧ(୧୦/୦୬) ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ | ବିଭିନ୍ନ ଚାଷ ମଧ୍ୟରୁ ଧାନ ହେଉଛି ଓଡିଶା ର ମୁଖ୍ୟ ଫସଲ |

ଧାନ ଦରଦାମ ୧୮୬୮ ରୁ ୧୯୪୦ ଟଙ୍କା କୁ ଏଵେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର | ଏହିଦର ବୃଦ୍ଧି କୁ ନେଇ ଚାଷୀକୁଳ ଙ୍କ ମନରେ ଆନନ୍ଦ ଖେଳି ଯାଇଛି | ଏଣୁ ବୌଦ୍ଧ ଜିଲ୍ଲା ଚାଷୀ ଭାଇ ମାନେ ମାନ୍ୟବର ନରେନ୍ଦ୍ର ମୋଦି ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: