ସାଧାରଣ ଜନତାଙ୍କ ସ୍ୱର

ଏକଘଣ୍ଟା ରୁ ଅଧିକ ରାଜରାସ୍ତା ଚକ ଯାମ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୨/୦୨): ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ୧୧ଟା ରୁ ଶହଶହ ଯାନବାହାନ ଏକ ଘଣ୍ଟା ରୁ ଅଧିକ ସମୟ ରାସ୍ତା କ୍ରସ ପାଇଁ ଲାଗି ଯାଇଥିଲା |

ରାଜା ନାମକ ଏକ ଘରୋଇ ବସ ଯାନ୍ତିକ ତ୍ରୁଟି ଯୋଗୁଁ ଖୋର୍ଦ୍ଧା ନିକଟରେ NH ଉପରେ ଅଟକି ଯାଇଥିବାରୁ ରାସ୍ତାର ଉଭୟ ପାର୍ଶ୍ଵ ରେ ଶହଶହ ଯାନବାହାନ ଅଟକି ଥିବାର ସୂଚନା ମିଳିଛି |

Welcome to Odisha News24

%d bloggers like this: