ଉପହାର ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ପ୍ରଦାନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨୩/୧୨/୨୦): ବନ୍ଧୁଗାଁ ବ୍ଲକର ଉପହାର ଅନୁଷ୍ଠାନ ତରଫରୁ ଫ୍ରି ସ୍କୁଲରେ ୫୦ ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ଶୀତ ବସ୍ତ୍ର ବଣ୍ଟନ ହୋଇଥିଲା |

ଆଜିର ଏହି କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକ ବିଜେଡି ଦଳର ସଭାପତି ଶ୍ରୀ ସାର୍ଶାଭାଦ୍ରା ନାଗା, ବ୍ଲକ ସମ୍ଫାଦକ ଶ୍ରୀ ଅଭିମନ୍ୟୁ ଭାଣ୍ଡି, ଓ କଂଗ୍ରେସ ଦଳର ପୁରୁଖା ନେତା ଶ୍ରୀ ଦାବଡା ସିଙ୍ଗ ଏଙ୍କାଟି ଓ USCC ର ମ୍ୟାନେଜର ଶ୍ରୀ ବିଭୁତି କୁମାର ଲିମାଙ୍କ ଉପସ୍ଥିତରେ ଉପହାର ଠାରେ ପାଠ ପଢା ଯାଉଥିବା ନିତ୍ୟନ୍ତ ଗରିବ ପରିବାର ପିଲା ୫୦ଛାତ୍ରଛାତ୍ରୀଙ୍କୁ ଆଜି ଶୀତ ବସ୍ତ୍ର ବଣ୍ଟାଯାଇଥିବା ଦେଖିବାକୁ ମିଳିଛି I

Welcome to Odisha News24

error: Content is protected !!
%d bloggers like this: