ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବିନିକା ଫରେଷ୍ଟରଙ୍କ ଘରେ ଭିଜିଳିଏନ୍ସ ଚଢ଼ାଉ

ୱେବ ରିପୋର୍ଟର : ଧ୍ରୁବରାଜ ମିଶ୍ର //
ବିନିକା (୦୩/୦୨): ବିନିକା ବନଖଣ୍ଡ ରେଞ୍ଜ ଅଧିନସ୍ଥ ଫରଷ୍ଟେର ଜଗବନ୍ଧୁ ବାରିକଙ୍କ ଘରେ ଓ ବିନିକା ସ୍ଥିତ କାର୍ଯ୍ୟାଳୟରେ ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି |

ସୋନପୁରର ଶାନ୍ତିନାଗର, ମାନିକେଶ୍ୱରୀ ମନ୍ଦିର ନିକଟସ୍ଥ ନିର୍ମାଣାଧୀନ ଘର ଓ ତାଙ୍କ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ବିନିକା ବନ ବିଭାଗ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ବିଭାଗ ନେଇଛନ୍ତି । ଏହି ଚଢ଼ାଉରେ ତାଙ୍କର ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତି ଠାବ କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: