ଆଜି ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମିତ ୨୦୬

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୬/୦୫): ଗତକାଲି ଠାରୁ ଆଜି ଜିଲ୍ଲାରେ କରୋନା ସଂକ୍ରମିତ ହାର କମିଛି |

ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ରିତାକାନ୍ତ ବଳିୟାରସିଂ ଙ୍କ ସୂଚନାନୁଯାଇ ଜିଲ୍ଲାରେ ଆଜି ୨୦୬ ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ସର୍ବାଧିକ ବୌଦ୍ଧ ବ୍ଲକର ମୁଣ୍ଡିପଦର ପଞ୍ଚାୟତ ମୁଣ୍ଡିପଦର ଗାଁ ରୁ ୨୨ ଜଣ ହରଭଙ୍ଗା ବ୍ଲକରବାମଣ୍ଡା ପଂଚାୟତ ବାମଣ୍ଡା ଗାଁରୁ ୧୮ ଜଣ, କଣ୍ଟମାଳ ବ୍ଲକର କଣ୍ଟମାଳ ଓ ଦପଲାରୁ ୪ ଜଣ ଲେଖାଏଁ ଓ ବୌଦ୍ଧ N A C ର ଓ଼ଲ୍ଡ ବ୍ଲକ ରୁ ୪ ଜଣ ନୂତନ ରୋଗୀ ଚି଼ହ୍ନଟ ହୋଇଛନ୍ତି | କିନ୍ତୁ ସତର୍କ ସୂଚନା ବାତ୍ୟା ୟାସ ପ୍ରଭାବରେ ଓଡ଼ିଶାରେ ଏହି ରୋଗୀ ସଂଖ୍ୟା ବଢ଼ିପାରେ |

Welcome to Odisha News24

error: Content is protected !!
%d bloggers like this: