ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟୀକା ପ୍ରଦାନ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୦/୦୫): ଆଜି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବନବିଭାଗ କର୍ମଚାରୀ ଏବଂ ୱେବ୍ ଚାନାଲ୍ ସାମ୍ବାଦିକଙ୍କୁ କରୋନା ମହାମାରି ଟିକା ପ୍ରଦାନ କରାଯାଇଥିଲା |

ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ନୃସିଂହ ଚରଣ ସେଠି, ଡକ୍ଟର ଅରୁପାନନ୍ଦ ବେହେରା, ରେଞର ଶ୍ରୀମତି ସଂଘମିତ୍ରା ଭୋଇ ଯୋଗଦେଇ ଆଗଧାଡିର ଵନକର୍ମଚାରି ପାରାଷ୍ଠାପ ଓ ୱେବ୍ ଚାନାଲ ସାମ୍ବାଦିକ ୩ ଜଣଙ୍କ ସହ ୫୮ଜଣଙ୍କୁ କରୋନା ଡୋଜ କଭିଡ ଟୀକା ପ୍ରଦାନ କରାଯାଇଥିଲା |

Welcome to Odisha News24

error: Content is protected !!
%d bloggers like this: