ଅସୁରକ୍ଷିତ ଅବସ୍ଥାରେ ଗୁଡ଼ାରୀ ଏ.ଟି. ଏମ୍

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୦୨/୦୬): ରାୟଗଡ଼ା ଜିଲ୍ଲା ଗୁଡାରି ମୂଖ୍ୟ ରାସ୍ତା ରେ ଥିବା ଏ. ଟି. ଏମ୍ ଅସୁରକ୍ଷିତ ଅବସ୍ଥା ରେ ଥିବା ଦେଖାଦେଇଛି ସୁଚନା ଅନୁଯାୟୀ ଭାରତୀୟ ଷ୍ଟେଟବ୍ୟାଙ୍କ ରେ ସରକାରୀ ଓ ବେସରକାରୀ ଟଙ୍କା ନେଣ,ଦେଣ ଏବଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟ ଯୋଗୁଁ ପ୍ରବଳ ଭିଡ଼ କୁ ଦୃଷ୍ଟି ରେ ରଖି ଗୁଡ଼ାରୀ ମୁଖ୍ୟ ରାସ୍ତା ରେ ଏ. ଟି.ଏମ୍ ସ୍ଥାପନ ହୋଇ ଥିଲା ଠିକ୍ ଭାବେ ପରିଚାଳନା ମଧ୍ୟ ହେଉଥିଲା |

ବର୍ତ୍ତମାନ କିଛି ମାସ ହେଲା ପରିଚାଳନା ର ତୃଟି ଯୋଗୁଁ ଟଙ୍କା ର ଅଭାବ ଓ ଏସି ଅଚଳ ହେବାସହ ମୁଖ୍ୟ ଫାଟକ ର କାଚ ଭାଙ୍ଗି ଯାଇଥିବା ଯୋଗୁଁ ଗୁଡ଼ାରୀ ଏ ଟି ଏମ୍ ଜନସୂନ୍ୟ ସମୟରେ ଗୋରୁଗାଈ ଙ୍କ ଆଡ୍ଡା ସ୍ଥଳି ପାଳଟିଥିବା ଦେଖାଦେଇଛି ଏ.ଟି. ଏମ୍ କର୍ମଚାରୀ ଙ୍କ ଅସାବଧାନତା ପାଇଁ ଏ. ଟି.ଏମ୍ ର ଗଚ୍ଛିତ ଟଙ୍କା ଓ ଗ୍ରାହକ କେତେ ସୁରକ୍ଷିତ ଏଥିରୁ ଜଣାପଡ଼ୁଛି l

Welcome to Odisha News24

error: Content is protected !!
%d bloggers like this: