ଅସହାୟୀ ତ୍ରିବେଣୀକୁ ମିଳିବ ବାସଗୃହ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୦୫/୦୨) : ଅସହାୟୀ ବିଧବା ତ୍ରିବେଣୀକୁ ବାସଗୃହ ଯୋଗାଇ ଦେବା ପାଇଁ ପ୍ରଶାସନ ଆଗଭର ହୋଇଛି |

ଗତ ୩୧/୧/୨୦୨୧ରେ ଓଡିଶା ନିୟୁଜ ୨୪ରେ ପ୍ରକାଶ ପାଇଥିବା ହରଭଙ୍ଗା ବ୍ଲକ ବେଲପଦର ଗାଁର ତ୍ରିବେଣୀଙ୍କ ଘଟଣାକୁ ଭିତ୍ତି କରି ବୌଦ୍ଧ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ହରଭଙ୍ଗା ବ୍ଲକ କର୍ତ୍ତୃପକ୍ଷ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ତ୍ରିବେଣୀଙ୍କୁ ବାସଗୃହ ଯୋଗାଇ ଦେବାପାଇଁ ଚିଠି ମାଧ୍ୟ୍ୟମରେ ପ୍ରମାଣ ଦେଇଛି | ଏଥିପାଇଁ ଗ୍ରାମବାସୀ ପ୍ରଶାସନକୁ ଓ ଓଡିଶା ନ୍ୟୁଜ୨୪ କୁ ପ୍ରଶଂସା କରୁଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: