ଅଦିନିଆ ବର୍ଷାରେ ଫସଲ କ୍ଷତି ପୂରଣ ରାଶି ମଞ୍ଜୁର

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୯/୦୫): ହରଭଙ୍ଗା ବ୍ଲକ ର ଧଳପୁର RI circel ରେ ୨୦୧୮ରେ ହୋଇଥିବା ଅଦିନିଆ ବର୍ଷାରେ ଫସଲ କ୍ଷତି ପୂରଣ ରାଶି ଆଜି ପର୍ଯ୍ୟନ୍ତ ମିଳି ନ ଥିଲା ସେଥିପାଇଁ ବୌଦ୍ଧ କିସାନ ସଂଘ ତରଫରୁ ବାରମ୍ବାର ଆନ୍ଦୋଳନ ଏବଂ ଦୁଇ ଦିନିଆ ଅନଶନ ଧର୍ମଘଟ କରାଯାଇଥିଲା |

ଶେଷରେ ବୌଦ୍ଧ ଜିଲ୍ଲାପାଳ SRC ଭୁବନେଶ୍ୱରକୁ ୬୮ ଲକ୍ଷ ଟଙ୍କାର ଫସଲ ହାନି କ୍ଷତି ପୂରଣ ଦେବାକୁ ଅନୁରୋଧ କରିଥିଲେ | ଉକ୍ତ ଟଙ୍କା ଏବେ ମଂଜୁର ହୋଇଥିବାରୁ ଧଳପୁର RI circle ଅଂଚଳର ଚାଷୀ ଭାଇ ବୌଦ୍ଧ ଜିଲ୍ଲାପାଳ ତଥା SRC ଓ ଧଳପୁର ଯୁବ ନେତା ଇଂ ବିକାଶ ମାହାକୁଡ଼ଙ୍କୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: