ଅଟୋ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ କାକା ପୁତ଼ୁରା ଗୁରୁତ଼ର ହୋଇଛନ୍ତି

ରିପୋର୍ଟ : ସମିର ପାତ୍ର)
କେନ୍ଦୁଝର,(୯ା୬):କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଓଡ଼ିଶାଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଅଟୋ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ କାକା ପୁତ଼ୁରା ଗୁରୁତ଼ର ହୋଇଛନ୍ତି।

ସେମାନେ ହେଲେ କୁଅଁର ଗ୍ରାମର ସୁଭେନ୍ଦ୍ର ପ୍ରଧାନ(୨୫)ପୁତ଼ୁରା ରୋହିତ଼ ପ୍ରଧାନ(୧୦)। ଘଟଣାରୁ ପ୍ରକାଶଯେ,ଆଜି ବାଇକ୍ ରେ ଦୁହେଁ ଯାଉଥିବା ସମମୟରେ ଅପରାହ୍ଣ ୧ଟାବେଳେ ଏହି ଦୁର୍ଘଟଣା ଘଟିଥିଲା। ଯାହାଫଳରେ ରାସ୍ତାରେ ପଡ଼ି ଉଭୟ କ୍ଷତ଼ବିକ୍ଷତ଼ ହୋଇ ଗୁରୁତ଼ର ହୋଇଥିଲେ। ତ଼ୁରନ୍ତ ସେମାନଙ୍କୁ ୧୦୮ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟ କୁ ଆଣି ଭର୍ତ୍ତି କରାଯାଇଛି।

Welcome to Odisha News24

error: Content is protected !!
%d bloggers like this: