ଅଜଣା ସ୍କର୍ପିଓ ଧକ୍କାରେ ଯୁବକ ମୃତ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୦/୦୩): ବୌଦ୍ଧ, NH57ପୋଡ଼ାବଲସ ଛକରେ ଅଜଣା ବ୍ୟକ୍ତିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି |

ସୂଚାନୁଯାଇ ସୁବଳୟା ଟିକିରାପଡାର ମେହେର ସମ୍ପ୍ରଦାୟର ଏକ ବ୍ୟକ୍ତି କୁଟୁରା ନାଲି ତାଙ୍କ ସଢୁ ଭାଇ ଘରକୁ ବୁଲି ଆସିଥିଲେ | କୋଣସି କାରଣରୁ ପୋଡ଼ାବଳସ ଯାଉଥିବା ବେଳେ ପୋଡ଼ାବଳସ ଛକ ନିକଟରେ ପଛରୁ ଆସୁଥିବା ଏକ ସ୍କର୍ପିଓ ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି |ଘଟଣା ସ୍ଥଳରେ ହି ଯୁବକ ଜଣକର ମୃତ୍ୟୁ ଘଟିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: