Friday, August 14, 2020
Tags Road Accident

Tag: Road Accident

ବାଇକ ଦୁର୍ଘଟଣାରେ ନ୍ୟୁଜ-୭ କ୍ୟାମେରାମ୍ୟାନ ଙ୍କ ମୃତ୍ୟୁ

ରିପୋର୍ଟ: ଜଗଦୀଶ ଦାସ // କନ୍ଧମାଳ (୧୩/୦୮): କନ୍ଧମାଳ ଜିଲ୍ଲା ନ୍ୟୁଜ-୭ କ୍ୟାମେରାମେନ ରାଜୁ ନାୟକଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି | ଖଜୁରୀପଡ଼ା ଥାନା ସମରଡେଗା ଗାଁ ନିକଟରେ ତାଙ୍କର ବାଇକ...

ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

ବାଇକ ଧକ୍କାରେ ମୃତ୍ୟୁ ବରଣ କଲେ ଜଣେ ବୃଦ୍ଧ

ରିପୋର୍ଟ: ରାକେଶ ମହାରଣା //ବୁଗୁଡା (୫/୮): ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କାଦପଡ଼ା ଗ୍ରାମ ନିକଟରେ ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧଙ୍କୁ ଏକ ବାଇକ ଧକ୍କା...

ବଲାଙ୍ଗୀର : ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ, ବର୍ତ୍ତିଗଲେ ସ୍ୱାମୀ

ବଲାଙ୍ଗୀର(୨୫/୦୭): ଆଜି ଦିନ ଦ୍ବିପହରରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ସ୍ତ୍ରୀ ଲୋକର ମୃତ୍ୟୁ ହୋଇଛି | ସ୍ୱାମୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି |

ଦୁର୍ଘଟଣା ହୋଇ ଟ୍ରକରେ ଚାପି ହୋଇଥିବା ଡ୍ରାଇଭରକୁ ଉଦ୍ଧାର କଲା ପୋଲିସ /ଦେବଦୂତ ସାଜିଲେ ବାଲିଗୁଡାଏସଡ଼ିପିଓ

ରିପୋର୍ଟ: ବିଭୁତି ଲହରିଆ //ବାଲିଗୁଡା (୧୯/୩): କନୂଆଗାଁ ଥାନା ଅନ୍ତର୍ଗତ କନ୍ଦିଵନ୍ଧା ଘାଟି ରେ ଅପରାହ୍ନ ସମୟରେ ଏକ ମୁର୍ମତୁଦ ଦୁର୍ଘଟଣାରେ ଅଳ୍ପକେ ରକ୍ଷା ପାଇଛନ୍ତି ତିନି ଜଣ...

ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ପୁଅ ମୃତ ଝିଅ ଗୁରୁତର, ସରକାରଙ୍କ ସାହାଯ୍ୟ ଭିକ୍ଷା କରିଲେ ବାପା

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି(୧୪/୦୭): ମାଲକାନଗିରି ଜିଲ୍ଲା ଏମ୍ ପି ଭି ୮୩ ଗ୍ରାମର ବିବେକ ହାଲଦାର ଓ ତାଙ୍କ ସ୍ତ୍ରୀ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ।...

ବାଇକ୍ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ,କୋରାପୁଟ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (୦୩/୦୭): ଆଜି ଏକ ବାଇକ ଦୁର୍ଘଟଣା ରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ...

ବିଦ୍ୟୁତ ପୋଲରେ ପିଟି ହୋଇ ଓଲଟି ପଡିଲା ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର

ରିପୋର୍ଟ: ଧ୍ରୁବରାଜ ମିଶ୍ର //ବିନିକା (୧୮/୦୫): ରାୟପୁର ରୁ ଭୟା ବରପାଲି-ବିନିକା-ସୋନପୁର ଦେଇ ଭୁବନେଶ୍ୱର ଯାଉଥିବା ଚାଉଳ, ଡାଲୀ, ଚୂଡ଼ା ଓ ମୁଗ ପେକେଟ ଭର୍ତି ହୋଇଥିବା ମାଲବାହି...

ଟ୍ରକ ଆଉ ଅଟୋ ମୁହାଁମୁହିଁ ଧକ୍କା ଧକା ଜଣେ ମୃତ,୩ଜଣ ଗୁରୁତର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ କେ ବିଶ୍ୱାସ ମାଲକାନଗିରି (୦୭/୦୩): ମାଲକାନଗିରି ଜିଲ୍ଲା ଚିଡ଼ପଲ୍ଲୀ ଗ୍ରାମରୁ ଏକ ଧାନ ଗାଡି ଏମଭି ୪୭ଗ୍ରାମ ଅଭିମୁଖେ ବାହାରିଥିବା ସମୟରେ ଚିଡ଼ପଲ୍ଲୀ...

Most Read

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...